ଜଙ୍ଗଲ ସେପାରେ ତା ବାପ ଘର, ଜଙ୍ଗଲଟି ବଣ ଜନ୍ତୁରେ ପୁର, ଇଷ୍ଟଦେବତାଙ୍କୁ ସ୍ମରଣ କରି, ପୁଟୁଳିଟେ ଧରି ଗଲା ବାହାରି ।
ତୁର୍ତୁରିଆ ପିମ୍ପୁଡ଼ି ଭାଇ କେଣିକି ଯାଉ ଧାଇଁକି । ମଉଜ, ଖୁସି, ଆରାମ ପାଇଁ ଟିକିଏ ବେଳ ନାହିଁକି ।
ମମି, ଡାଡ଼ି ଡାକେ ଫାଟେ କଲୋନୀ, ପିଲାଙ୍କର ନାମ ଜନି ବା ଟୋନି ।
କଅଁଳିଆ ଖରା ପଡ଼ି ବୁନ୍ଦା ବୁନ୍ଦା ଶିଶିର, ଧୂଆଁଳିଆ ଆକାଶରେ ମିଟ୍ ମିଟ୍ ସୀତାର ।୩।
ଶୁଭଙ୍କରର ବେଶ୍ ମନେ ଅଛି ଏହି ପ୍ରାୟ ବର୍ଷେ ଖଣ୍ଡେ ତଳେ ଏମିତି ଏକ ଆଦ୍ୟ ଆଷାଢ ଋତୁରେ ତା'ର ଭେଟ ହୋଇ ଥିଲା ବର୍ଷା ପ୍ରିୟଦର୍ଶନୀ ମହାନ୍ତି ସହିତ...
ହଜିଲା ଦିନକୁ ଖୋଜି ବସିଲି ମୁଁ ସ୍ମୃତି ଭିଜା ବରଷାରେ ପ୍ରତିଧ୍ୱନି ଛଳେ ବରଷା ଶବଦ ଆନମନା ମତେ କରେ ।
ମନେ ମନେ ଭାବିଲି... ଓଡ଼ିଶା ଭଳି ରାଇଜ, ଯେଉଁଠି ସ୍ୱାମୀ ହୁଏ ଘରର ମୁରବୀ, ସ୍ୱାମୀ ପାଏ ପୂଜା, ସେଠି ପୁଣି ଶଙ୍ଖା ସିନ୍ଦୁର ପିନ୍ଧି ସ୍ୱାମୀ ର ନାଁ...
ମନର ଭାବକୁ ସବୁ, ଏକାଠି ସାଇତି ହୃଦୟ ରେ ଭରିଦିଏ, ଅଜଣା କରତି ।
ତୁମ କଥା ଭାବି ଭାବି ରାତିଦିନ କେମିତି ବିତୁଛି ତୁମେ ଥରେ ଦେଖିଯିବ ଆସ ।
ଅଥଚ ଠିକଣା ବେଳରେ ନ ଚାହୁଁଥିବେ ଶବ୍ଦମାନେ ଧସେଇ ପଶିଲେ, ମୋ ମନର ଗୋପନ କୋଠରୀ ମାନଙ୍କୁ ।
ଆପଣଙ୍କ ମତାମତ