ବାଲ୍କୋନୀରେ ବସି, ମାଉସୀ ସେମିତି ଗପୁଥିଲେ, ନିର୍ବିକାର ଭାବେ । ନିଜ ଭାବନା ରାଜ୍ୟରେ ସେ ମଗ୍ନ ଥିଲେ । ବର୍ଷାର ବେଗ ବଢିଚାଲିଥିଲା ।
ମାଆର ମନରେ ଭରିଛ ହେ ପ୍ରଭୁ କୋମଳ ପ୍ରୀତି ପରଶ, ଦୀପକ ଜ୍ୟୋତିର ଲେଲହୀନ ଶିଖା ପରି ସେ ସଦା ସରସ ।।
ସମୟ କହୁଛି କାଲି ବାଜି ବାଜିପାରେ ମୋ' ମରଣ ସାହାନଇ ସେଥିପାଇଁ ପ୍ରିୟା କହୁଛି ତୁମକୁ ଆସିବ ଆସିବ ବେଳ ଥାଇଁ ।।
ଇଚ୍ଛାହୁଏ ତା ସହିତ ଢେର୍ ଗପିବାକୁ..ନିଜ ବିଷୟରେ, ଅନ୍ୟସବୁ ବିଷୟରେ । ଆକାଶ ଓ ଜହ୍ନ, ଫୁଲ ଓ ପ୍ରଜାପତି ଏସବୁ ବିଷୟରେ ତା ସହିତ ଚର୍ଚ୍ଚା କରିବାକୁ ଚାହାଁନ୍ତି...
ସାଗର କୁଳରେ ତୋର ହାତ ଧରି ଚାଲିବା ଚାଲୁ ଚାଲୁ କେତେ କଥା ତୋତେ କହିବା କହୁ କହୁ ସବୁ କଥା ଆପେ ଭୁଲିଯିବା ଭୁଲା ବୋଲି କହି କହି...
କାଳର ପ୍ରହାର ଭାଙ୍ଗିପାରି ନାହିଁ, ତୁମରି ସ୍ମୃତି ସ୍ତମ୍ବ । ଛାଇପରି ତୁମେ ଲାଖିରହିଅଛ, ମତେଛାଡି କେବେ ଯିବ?
ଖୋଜିବା ମନା ତୁମକୁ ପାଇବା ମନା ଗୀତ ତୁମେ ହେଲେ ତୁମକୁ ଗାଇବା ମନା କାହିଁକି କହିବି ମୁଁ ଭଲ ପାଉଛି ତୁମକୁ ?
ଅଫିସ୍ ରେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ପ୍ରାୟ କଥା ହେଇ ପାରନ୍ତିନି । ବସ୍ ରେ ବି ଭିଡ ରହେ ତେଣୁ କଥା ହେଇ ହୁଏନି ହୋ ହାଲ୍ଲା ଭିତରେ...
ମା, ଅନେକ ଥର ତାକୁ ଡାକିଲେଣି । ସେ ବୋଧେ ଶୁଣି ପାରିନି । ସେ ଭବୁଛି ରାଜ୍ ତାର ସବୁଠୁ ପ୍ରୀୟ ସାଙ୍ଗକୁ ଛାଡି ଯାଇ ପାରିଲା କିପରି!...
ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡି ଗଲା, ବଳଦ ବିକା ଗଲା, ଜମିଦାର ଘର ଗାଈ ବାନ୍ଧି ଘେନିଗଲା । ରେବତୀ କୁଲକ୍ଷଣୀ, ସେ...
ଆପଣଙ୍କ ମତାମତ