କେବେ ଶିଶୁର କୋମଳ ମନର ଅସମାହିତ ପ୍ରଶ୍ନର ଝୁଡ଼ିଟିଏ ତ କେବେ ପୁରୁଣା ବହି ଭିତରେ ଶୁଖି ଯାଇଥିବା ଗୋଲାପ ପାଖୁଡାଟିଏ ।
"ରାମ ନାମ ସତ୍ୟ ହେ" ଧ୍ଵନିରେ ବାୟୁ ମଣ୍ଡଳ ପ୍ରକମ୍ପିତ ଉପସ୍ଥିତ ଦର୍ଶକେ ଜନ୍ମ-ମରଣର ପରିକଳ୍ପନା କରି ସ୍ତବ୍ଧ
ଜୀବନ ତମ ହୃଦୟରେ ପୂର୍ଣ୍ଣିମା ରାତିରେ ଉଠିଥିବା ଜୁଆର ପ୍ରତିପଦାକୁ ଧୋଇ ସାରିଥିଲା ମୋ ହୃଦୟରୁ ବାଲିଘର !
ସ୍ୱେଚ୍ଛାଚାରୀତା ଜୀବନ ନୁହେଁ । ଜୀବନ ଅନୁଶାସନ ପୂର୍ଣ୍ଣ ଅଟେ ।
ସୃଷ୍ଟିର ଏହି ଭଙ୍ଗା ଗଢା ଲୀଳା ଭିତରେ ସ୍ଵର୍ଗର ଦେବତା ବା ନରକର ପିଶାଚ ତୃପ୍ତି ଲାଭ କରିଥିବେ, କହି ହେଉ ନାହିଁ ।
ସାଇ ପଡିଶା ଜ୍ଞାତି ବନ୍ଧୁ ବାବୁମାନେ ଦେଖିଲେ, ଚନ୍ଦ୍ରମଣି ବାବୁଙ୍କ ଘରେ ରୋଜ ସଞ୍ଜ ସକାଳ ଯେ ଦୁଇ ଜଣଙ୍କ ମଧ୍ୟରେ ଭଟ ଭଟ ଲାଗିଥାଏ, କିଛି ଶୁଣା ଶୁଣି...
ଖୁବ୍ କଷ୍ଟହେଉଛି ତଣ୍ଟିରେ, ଆଖିରେ, ହୃଦୟରେ..! ସତରେ ଭଲପାଇବା ପାପ ନା ପ୍ରତ୍ୟାଶା ରଖିବା ପାପ? ସେ କଣ ତା ଅଜାଣତରେ ସାନବାବୁଙ୍କଠାରୁ କିଛି ପ୍ରତ୍ୟାଶା କରିଥିଲା ?
ଶିପ ଟିଏ ଜାଣ ଦିଏ ତା ପରାଣ ମୋତିର ଜନମ ପାଇଁ ମୋତି ଟିଏ ମୁଁଇ ମୋର ମୃତ୍ୟୁ ପାଇଁ ମା' ତୁ ପାଞ୍ଚୁ କି ପାଇଁ ?
ସଂସାର ଆଘାତ କ୍ଷତ ବିକ୍ଷତ , ଦେହ ସାରା ମୋର ପାପର ଘା' ଭଣ ଭଣ ମାଛି ରକ୍ତ ପିଉଛନ୍ତି ଲେସି ଦେ ଲୋ ମା ପୂର୍ଣ୍ଣ ଚନ୍ଦନ ଜୀବନ...
ସେ ନିଷ୍ପତ୍ତି ନେଲା ଯେ ଉପରିସ୍ତ ଅଫିସରକୁ ଆଉଥରେ ଏ ବିଷୟରେ ଜଣାଇବ
ଆପଣଙ୍କ ମତାମତ