ସେ ବଉଳ ଗଛ ସେ ପୋଖରୀ ମାଛ ଡୁଡୁ ବାଗୁଡିର ଖେଳ ଭାବିଲେ ସେକଥା ଆନନ୍ଦେ ନାଚଇ ସେହି ସାଙ୍ଗସାଥୀ ମେଳ ।
ସେତିକି ବେଳେ ଦମକାଏ ହେମାଳ ପବନ ଏ ମନକୁ ଚହଲାଇ ଦିଏ ଛାତି ତଳେ କମ୍ପନ ଜଗାଏ କାହାର ଉଷୁମ ପରଶ ପାଇଁ ବାହୁନି ଉଠଇ ଏଇ ମୋର ମନ,...
ଷୋହଳ ଶୃଙ୍ଗାରେ ସାଜିଲି ଷୋଡ଼ଷୀ ରଙ୍ଗର ଫଗୁଣେ ତୁମ ଅଭିଳାଷୀ ଅଙ୍ଗେ ପ୍ରତି ଅଙ୍ଗେ ବୋଳି ଦେଲା ପ୍ରେମ, ପ୍ରେମ ପରିଭାଷେ ମୁଁ ତୁମ ମାନସୀ !!
ବଳକା ବିନ୍ଦୁ ବିନ୍ଦୁ ପାଣି ଝରୁଥାଏ ଡାଳପତ୍ର ଦେହରୁ ସ୍ତମିତ ହୋଇଯାଏ ଦହନ ସ୍ୱସ୍ତିର ପ୍ରଲେପରେ ।
ଆପଣଙ୍କ ମତାମତ