ଦୁଆର ଦୁଆର ଭୋଓଟ ମାଗିବେ କାନ୍ଦି କୁମ୍ଭୀର କାନ୍ଦଣା ଥୋମଣୀରେ ତାଙ୍କ କହୁଣୀ ବାଜିବ
ମାତ୍ର ସେଠି ସଂନ୍ତ୍ରାସବାଦ ସାଜି ସମାଜ ଆମ ସମ୍ପର୍କ ଭିତରେ ଆଣିଲା ଅନେକ ସମସ୍ୟା ।
ଝିଅ ଯିବାର ମାସେ ଭିତରେ ସ୍ତ୍ରୀ ମଧ୍ୟ ସବୁଦିନ ପାଇଁ କରୁଣାକର ବାବୁଙ୍କୁ ଏକୁଟିଆ କରି ଚାଲିଗଲେ
ମହିଳାମାନଙ୍କର ପ୍ରଦର ରୋଗ, ଉଚ୍ଚ ରକ୍ତଚାପ, ତୁଣ୍ଡ ଘା', ମୁଣ୍ଡବିନ୍ଧା, ଆଳସ୍ୟ, ଶରୀର ଭାରି, ଚିଡ୍ଚିଡ଼ାପଣ, ବ୍ରଣ, ଚର୍ମରୋଗ ଆଦି ବହୁତ ରୋଗ କୋଷ୍ଠବଦ୍ଧତା ହିଁ କାରଣ ଅଟେ ।
ପ୍ରୀତିର କମ୍ୱଳ ଘୋଡ଼ି ଟୁପ୍ଟାପ୍ କଥା ହେଉଥିବା
ପ୍ରୟାସ ଜାରିଅଛି ଥୋଇ ଦେବା ଲାଗି ଶୂନ୍ୟତା ଝୁଲିରେ ଯୋଜନା ଭବିଷ୍ୟତର ।
ପୁଅ ପାଖରେ ତ ସମୟ ନାହିଁ, ସେଥିପାଇଁ ଅଟୋ ନେଇ ଆସିଥିଲି । କିନ୍ତୁ ସେ ଅଟୋ ବାଲା ମତେ ଏଇଠି ଛାଡିଗଲା ।
ଜୀବନ୍ତ ଦେବତା ମୋ ପାଇଁ ସେ ଦୁହେଁ ତାଙ୍କ ବିନା କେହି ନାହିଁ ତାଙ୍କୁ ଘରେ ଛାଡି ମନ୍ଦିର ଯାଇକି ପଥର ପୂଜିବି କାହିଁ ।।
ଏବଂ ଯୁଦ୍ଧ ରେ ବିଜୟ ପାଇଁ ମୋ ଛାତି , ଉପରେ ଚଢ଼ି ଆଗକୁ ବଢ଼ିବାକୁ ଆଦେଶ ଦେବେ ।
ସେ ଅଧିକାର ଦେଖେଇ ମୋ ଜେଜିମା କୁ କହେ ଏ ଖୁଡି ଏ ବର୍ଷ ଭଲ ଲୁଗା ଖଣ୍ଡେ କରି ଦେବୁ ଯେ, ତୋ ଜୋଇଁ ଆଇବ କଇଚି
ଆପଣଙ୍କ ମତାମତ