ସାଁଠଣା ଶିଖେନା ବୋଲି ମାଆ ଗରଗର ସକାଳରୁ ସଞ୍ଜ ଅଣ୍ଡିରୀ, ରଣଚଣ୍ଡୀ ଗୁଣ ପାଇଁ ଗାଁ ମାଇପିଙ୍କ ଫୁସ୍ ଫୁସ୍ କଥା ମେଲିଯାଏ ଏ ଗାଁରୁ ଅନ୍ୟ ଗାଁ ତୁଠ...
ପବନର ଆବଶ୍ୟକତା ଆକାଶର ବ୍ୟାପ୍ତି ସାଗରର ଗଭୀରତା ମାଟିର ସହନଶୀଳତା ଓ ଅଗ୍ନିର ତେଜ ମୁଁ ।
ମେଞ୍ଚା ମେଞ୍ଚା ଦୁଃଖ ସବୁ ସମସ୍ତଙ୍କ ଚେହେରାରେ ରଙ୍ଗ ପରି ଲାଗି ରହିଛି ।
ଡାରଉଇନ୍ଙ୍କ ବିବର୍ତ୍ତନବାଦଠୁ, ମେଣ୍ଡାଲ୍ଙ୍କ ବଂଶାନୁକ୍ରମର ବିକାଶ. . . କେହି ତ କହିନାହିଁ-ପୂଜା କଲେ, ପିଲା ହୁଏ ।
କେଉଁ ବିଚିତ୍ର ନୀତିରେ କେଉଁମାନେ ବାନ୍ଧିଦେଲେ ନାରୀର ଜୀବନ କିଛି କିଛି ଶବ୍ଦ ସଂଯୋଗରେ ଲେଖା ହେଲା ବିନାଶ୍ରୟେ ନ ବର୍ତ୍ତନ୍ତି କବିତା ବନିତା ଲତା ।
ନାହିଁ, ନାହିଁ, ଏହିଟା ଅବଶ୍ୟ ମୋର ନିଜର ଅନୁମାନ । ରାଜେଶ୍ୱରଠାରୁ କିନ୍ତୁ ଏ ସମ୍ୱନ୍ଧରେ ମୁଁ କୌଣସି କଥା ଶୁଣି ନାହିଁ । ଉମାକୁ ବାହା କରିବା ପାଇଁ...
ଝାଳରେ ଉଷୁମୁଳିଆ ଗନ୍ଧାଉଥିବା ସ୍କୁଲ୍ ୟୁନିଫର୍ମ - ଛତି ମାରିଲାଣି ଆଲଣାରେ ପକ୍ଷାଘାତରେ ପୀଡ଼ିତ ରଙ୍ଗୀନ୍ ପୋଷାକସବୁ
ସକାଳୁ ସକାଳୁ ସହର କମ୍ପୁଛି, କେସେଟ୍ ବାଜୁଛି । ରଙ୍ଗୀନ୍ ପୋଷାକ ପିନ୍ଧି ପିଲାଛୁଆ ବାହାରିଲେଣି, ତୁ ଜାଣିନୁ କ'ଣ ହେଉଛି ? ଆଜି ପରା ନୂଆ ବର୍ଷ ।
ଜାଣ, ତୁମେ ଏ ମନ୍ଦିରର ଇତିହାସ । ମୁଁ ମାଳି ନୁହେଁ, ମୁଁ ଭକ୍ତ ନୁହେଁ, ମୁଁ ଦେବତା ନୁହେଁ, ମୁଁ ତୁମପରି ପଥିକ ମଧ୍ୟ ନୁହେଁ ।
ମଲା ଯା' । କନ୍ୟାଟାଏ କ'ଣ ପଡ଼ିଆରେ ପଡ଼ିଛି ଯେ ଧାଇଁ ଯାଇ ଗୋଟାଇ ଆଣିଲେ ହେଲା । ଚମ୍ପାଟା ଯୋକ ପରି ଲାଗି ରହିଛି ।
ଆପଣଙ୍କ ମତାମତ