ଗାଉଁଲୀ ଝିଅ ସେ ଗାଁ'ର ସେ ଅତି ଗେହ୍ଲେଇ କେମିତି ଛାଡିବ ବାପଘର ଯିବ କି ସେ ଶାଶୂଘର ଆର ଗାଁ ଟୋକାଙ୍କ ଏ ଗାଁ ରେ ହୁଏ ଭିଡ଼...
ଆଉ କାହାର ଦୁଇଟିଯାକ ଗୋଡ଼ ବା ଅଧେ ପାଦ, ବିକୃତ ଗଢ଼ଣ ! ଅଧା ମୁହଁ, ଅନ୍ଧ, ପଙ୍ଗୁ କଳେବର ଦୁଇ ଓଠ ଧାରେ କିନ୍ତୁ ସେ ହସ ଆଜିବି...
ଏ ମାଁ ସାବିତ୍ରୀ ଆଜିଠୁ ଏ ସତ୍ୟବାନ ଗୋଟାପଣେ ତୋର । ଯମ ଆସିଲେ ବି ତୁ ବଂଚି ଥିବା ଯାଏ ତୋର ଶଙ୍ଖା ସିନ୍ଦୁର କୁ ପଣତରେ ଘୋଡାଇ...
ହସନ୍ତି ନାହିଁ ଗୋଟେ ଅଶ୍ରବଣୀୟ ଚିତ୍କାର କରନ୍ତି ।
ଉଲ୍ଲାସର ଉଦବୋଧ ଆନନ୍ଦର ଆବେଗ ଶ୍ରଦ୍ଧାର ସଂକଳ୍ପ ଆଶାର ଆଲୋକ । ।
ବିଦ୍ୟାଳୟକୁ ଟଙ୍କା ପଇସା, ସୁନା ଭଳି ମୂଲ୍ୟବାନ ପଦାର୍ଥ ନ ଆଣିବାକୁ ବୁଝାଇଲେ ।
ବାପା ଠିକ୍ କହୁଛନ୍ତି । ଆମ ଘରେ ତ ପଢ଼ିବାକୁ ଭଲ ଜାଗା ଅଛି ଏ.ସି. ଲାଗିଛି । ଏଠି ଅଯଥାରେ କାହିଁକି ପଡ଼ି ରହିଛୁ ?
କଳ କାରଖାନା ସକଳ ଜଳ ଯୋଗୁଁ ଚଳଇ, ଏହାର ବିହୁନେ ଜୀବନ ଅସମ୍ଭବ ଅଟଇ ।
ତା' ଡାଳେ କୋରଡେ଼ ନିଅନ୍ତି ଆଶ୍ରୟ କେତେ ପକ୍ଷୀ ସରୀସୃପ, ଫୁଲ ଫଳ ମଧ୍ୟେ ଘୂରି ବୁଲୁଥାନ୍ତି ଶୁଆ ଗୁଣ୍ଡୁଚି ମଧୁପ ।
ବଣ ବୁଦା ଡାଳେ ଗୁପତେ କୋଇଲି ଡାକିଥାଏ କୁହୁତାନେ, ସୋରିଷ ଫୁଲର ଲହଡ଼ି ମଧ୍ୟରେ ଭାସେ କୃଷକ ସପନେ ।
ଆପଣଙ୍କ ମତାମତ