ମୁଁ ତୋତେ ଏକଲୟ ରେ ଚାହିଁଥାଏ ତୋର ଚକା ଆଖି ମୋତେ ଠାରୁଥାଏ ତୋ ଖଣ୍ଡିଆ ହାତ ରେ କୋଳେଇବାକୁ
ତୁମେ କିଏ! କିଏ ମୋର! ଚାହିଁଥାଏ ନିର୍ଣ୍ଣିମେଶ ଚକ୍ଷୁରେ ତୁମ ହୃଦୟର ବିନ୍ଦୁଏ ବର୍ଷାଜଳ ପାଇଁ ଏହି ତୃଷ୍ଣା ମାନେ କଣ ଖୋଜିବୁଲେ ମୁଁ, କିଛି ବି ପାଇପାରେନା...
କାଶ! ନିଦର ବୟସ ଥାନ୍ତା, ସୀମିତ ଶେଯ ଥାନ୍ତା ଶେଯର ବି ବୟସ ଥାନ୍ତା ବର୍ଷ ପରେ ବର୍ଷ ବିତିଗଲେ
କଥାରେ ଆମର ନାହିଁ କମା ଫୁଲଷ୍ଟପ୍ ପରନ୍ତୁ ଆଶାକରୁ ଲେଖାରେ ସଂଦ୍ଧିବିଚ୍ଛେଦ [୪]
ବୋହୂ ମାଆ କଥା ଶୁଣିକି ବୁଢ଼ାର ଆଖି ଲୁହ ଆସେ ଝରି ଦୀର୍ଘଶ୍ୱାସ ଛାଡ଼ି ହାତ ଟେକି କହେ ଏବେ ମୋ ଭରସା ହରି ।
ପାଠ ପଢ଼ିବାକୁ ଲାଗେ ଭାରି ମଜା ଅ, ଆ, ଇ, ଈ ବେଗେ ଆସ ତୁମେ ବିଦ୍ୟାଳୟ ଯିବା ଆମେରେ ଭଉଣୀ, ଭାଇ ।
ଆପଣଙ୍କ ମତାମତ