ପୁଅ ! ତୁ କାହିଁକି ଏମିତି କାନ୍ଦୁଛୁ ? ଆଗରୁ ତ ବହୁତ ବଢ଼ିଆ । ସ୍କୁଲ୍କୁ ଆସୁଥିଲୁ । ଏବେ କ'ଣ ହେଲା ? କିଏ ମାରିଲା ?...
ରାସ୍ତାଘାଟ ସବୁ କରୁ କାଦୁଅ, କାମେ ଲାଗିଯାଏ ଚାଷୀର ପୁଅ ।
ବୁଢ଼ୀ ଯେବେ ଦେଖେ, ଚାରିଆଡ଼ ନିରବ, ଥରେ ବାହାରକୁ ଆସି ଆଖି ପକାଇ ଯାଏ, କେହି ଅଛି କି ନାହିଁ ।
ଅସନାଟାକିରେ, ସେଗୁଡ଼ାକ ତଳେ ପଡ଼ିଚି ତାକୁ ଫୋପାଡ଼ି ଦେ' ।
ବଣ ସାନ୍ତାଳ ଗାଁରୁ କି ବଣଜନ୍ତୁଟାଏ ଆଣିଛି, ଭକ୍ତିଦାୟିନୀ କଥାଟା କହି ଆସୁନାହିଁ, କହୁଛି କ'ଣ ନା, ଭଗବତୀ ଡାଆଣୀ । କ'ଣ ଖୋଜୁଥିଲି, କ'ଣ ପାଇଲି- କପାଳ କଥା...
ପ୍ରାୟ ତିନିଶହ ମିଟର ଲମ୍ୱ ଓ ଦୁଇଶହ ମିଟର ଚଉଡ଼ାର ଏକ ବିରାଟ ମଣ୍ଡପ ତିଆରି ଚାଲିଥାଏ । ରଙ୍ଗ ମଞ୍ଚ ମଧ୍ୟ ଅନୁରୂପ ଭାବେ ବିଶାଳ । ଶହେରୁ...
ସତରେ ବାବୁ ! ମୁଁ ସେ ଟଙ୍କା ଗଛ ଦେଖିଛି ପରା ।
ଫଟାମାଟିର ଆଁ ଭିତରେ ମିଳେଇଯାଏ ବାପାଙ୍କ ସ୍ୱପ୍ନ ଏଇ ବିଲରୁ ଧାନଗଲେ ବୋଉ ପକାଏ ହୁଳହୁଳି ମାଣ ଓଷାରେ ନୂଆଖାଇ ଦିନ ମକର ଚାଉଳ ଦିଏ ଏଇ ଲକ୍ଷ୍ମୀବିଲ ।
କରମ ଫଳ ନିୟତି ହାତେ ବନ୍ଧା କି ହେବ ସାରା ବରଷ କଲେ ଫନ୍ଦା ।।
ଦଳବଦଳ କଲେ ଦ୍ୱାରପାଳ ଏକ ପାଳଭୂତ ହୋଇଯିବ । ଲୋକେ ତାକୁ ଗ୍ରହଣ କରିବେ ନାଇଁ ।
ଆପଣଙ୍କ ମତାମତ