ଆଉ ଥରେ ଥକି ଯିବନି ଭାବି ପୁଣି ଥରେ ବାଟ ଚାଲିଲି , ମନର ବୟସ ବଢି ନ ଥିଲା ବୋଧେ , ସ୍ୱପ୍ନମାନେ ସେଠି ପାଇଁ ଦୂରେଇ ନ...
ମୋ ଭାବନାଠୁ ଆହୁରି ଅଧିକ ଚମକ୍ପ୍ରଦ , ଅବିଶ୍ୱସନୀୟ ଭାବରେ ସତକୁ ସତ କବିତା ଫୋନ୍ରେ କହିଲା - ଦେଖ କଉ ପାର୍କ କି ମନ୍ଦିର ଯିବା ଦରକାର ନାହିଁ...
ହଁ - ଭଲ, ଛବି ଆଙ୍କିବା ପାଇଁ ଇଂଜିନିୟରିଂ ଶେଷବର୍ଷର ପରୀକ୍ଷା ନ ଦେଇ ମୁଁ ବାଙ୍ଗାଲୋର ଛାଡ଼ି ଏ ସହରକୁ ପଳାଇଆସିଲି । ଇଂଜିନିୟର ହେବା ଅପେକ୍ଷା ଜଣେ...
କବିତାର କଥାରେ ତ ଖସିପଡ଼େ ସରଗରୁ ଚନ୍ଦ୍ର , ସୂର୍ଯ୍ୟ, ତାରା ପାରିଜାତ ଫୁଲକଢ଼ି , ଉଚ୍ଚୈଶ୍ରବା ଅଶ୍ୱ ସହ ଐରାବତ ହସ୍ତୀ ଏବଂ ଅନନ୍ୟା ଅପ୍ସରା ।
ନିଜ ଠିକଣା ଖୋଜେ ମଟରଗାଡିରେ, ପେଟ ପାଇଁ ଚଣା ବିକୁଥିବା ସତ୍ୟମାନେ ଭାବ ବିକୁଥାନ୍ତି ବାଦାମବାଡ଼ିରେ ।
ସୂର୍ଯ୍ୟ ଖସି ପଡିଲେଣି ପାହାଡ଼ ଖୋଲକୁ ମୟୂରମାନେ ଓଦାଲୁଗା ପିନ୍ଧି ନାଚିଲେଣି ପତ୍ରଗହଳରେ ।
ନିଃଶ୍ବାସ ପ୍ରଶ୍ୱାସେ ରହିଥାଏ ଆମ ସଂଗତରେ ବୃକ୍ଷ ବିନା ଚାଲିପାରିବ କେ ଜୀବ ଜଗତରେ ।।
ସମତାର ଛିଟାରେ ଖୋଲି ଯାଇଛି ତୋର ଛଦ୍ମବେଶ ତୋର ଆଜି ଖେଳ ଶେଷ !
କେନ୍ଦ୍ରର ସ୍ୱାସ୍ଥ୍ୟ ସମ୍ୱନ୍ଧିୟ ଯୋଜନା ଆୟୁସ୍ମାନକୁ ଏ ଯାଏ ଆପଣାଇ ନଥିବା ରାଜ୍ୟ ସରକାର ଏଇ ସଂଶୋଧିତ ମୋଟର ଯାନ ଆଇନିକୁ କାହିଁକି ସଙ୍ଗେସଙ୍ଗେ ହଁ କଲେ ?
କଥାଠୁ ବେଶୀ ମନଛୁଆଁ ତମ ହାତ ଲେଖା ସେଇ ସବୁ ପ୍ରେମ କବିତା ।
ଆପଣଙ୍କ ମତାମତ