ଥୋପ ଲୋଭରେ ମାଛ ବନଶୀ କଣ୍ଟାକୁ ଗିଳି ମରେ । ଏଥିରୁ ବୁଝ ଯେ.ଲୋଭରେ ପଡ଼ି କୌଣସି କାମ କଲେ ତୁମର ଅନିଷ୍ଟ ହେବ ।
ବାୟସ ସକଳ କରି କା' କା' ରବ ଉଡ଼ି ବୁଲି ଚତୁର୍ଦ୍ଦିଗେ କରନ୍ତି ପ୍ରଚାର ଉଠ ଉଠି ସର୍ବେ ପରା ହେଲାଣି ସକାଳ ହେଉ କର୍କଶ ଶବଦ କରେ ଉପକାର...
ଦୂରରୁ ଦିଶୁଚି ରଙ୍ଗ ବେରଙ୍ଗର କେତେ କୋଠା, ଚାଳଘର । ଅଙ୍କାବଙ୍କା ରାସ୍ତା ଉପରେ ଚାଲନ୍ତି କେତେ ଯେ ଗାଡ଼ି ମଟର ।।
ଚାରିଦିନ ହେଲା ପଡ଼ିନି ପେଟରେ ଆହାର କିଛି, ବିଲମାଳେ ଧଣ୍ଡ ହୁଏ ଲଣ୍ଡଭଣ୍ଡ ଭୋକରେ ଅଛି ।
ଅନ୍ୟଠାରୁ ଗାଳି ଶୁଣି ତାକୁ ଗାଳି ଦିଅ ନାହିଁ । ଓଲଟି ତାକୁ କ୍ଷମା ଦିଅ । ତାହାହେଲେ ତୁମ ମନ ଭିତରେ ରାଗର ଯେଉଁ ନିଆଁ ଜଳୁଥିବା, ତାହା...
ଗଢ଼ିଅଛି ଯନ୍ତ୍ର ମଣିଷ ଅଟେ ରୋବଟ ନାମ ଅନାୟାସରେ ସାଧି ପାରୁଚି କେତେ ଅସାଧ୍ୟ କାମ ! ଗଢ଼ିଅଛି କମ୍ପ୍ୟୁଟର ସେ କରେ ଗଣନା କେତେ ମସ୍ତିଷ୍କ ସମାନ ହୋଇବ...
ଚାରି ବରଷର ପିଲା ସେଇ ଭଲମନ୍ଦ କଥା ନ ବୁଝଇ, ଚଗଲାମି କଥା ପଶିଲା ତା ମଥା ଧୂଳି ଛୁଳ କଲା ବାଟ ପରେ, ପୋତିଦେଲା କଣ୍ଟା ତା' ଭିତରେ...
ସୁଲୁସୁଲୁ ବାଆ ଗୁଲୁଗୁଲୁ କଥା । ଚୁପାଚୁପା ହସ ହରିନିଏ ବ୍ୟଥା ।।
କଳି କହିଲା, "ଦେଖିଲ ! ମୋ ଯୁଗରେ କେମିତି ଚାଲିଛି ?''
ଭୁବନେଶ୍ୱର, ପୁରୀ, କୋଣାର୍କ ଗାଏ ଶିଳ୍ପୀର ଜୟ ଜଗତନାଥ ଟେକିଛି ହାତ ଯାଚଇ ବରାଭୟ । ଖଣ୍ଡଗିରିରେ ଧିଆନ ରତ ଐର ଖାରବେଳ ଧଉଳିଗିରି ଦେଇଚି ଫିଙ୍ଗି ଅଶୋକ କରବାଳ...
ଆପଣଙ୍କ ମତାମତ