ସୁମି, ସେମାନେ ଆଉ ପାଞ୍ଚ ଦଶ ମିନିଟ୍ ରେ ଆସି ପହଁଚି ଯିବେ , ସବୁ କାମ ଶୀଘ୍ର ସାରିଦେ
ମୁଁ ସେଇ ଠକ ତପୁ ଯିଏ ଗଣିତ ନାଁ ରେ ପାଞ୍ଚଦିନ ମିଛ ପେଟକଟା ବାହାନା କରି ଘରେ ପଡିଥିଲା ।
ମୋ ଉଦ୍ଦେଶ୍ୟ ହେଉଛି ମୋ ଛାତ୍ରକୁ ମୁଁ ଦୁଇ ଚାରିଟା ଚଟକଣା ମାରି ସେ ଭାଇଙ୍କୁ ହାତ ଯୋଡି ଭୁଲ୍ ମାଗିବାକୁ କହିବି ଆଉ ତାପରେ ସେ ଯୁବକଙ୍କୁ ବୁଝାଇବି...
''ନନା ଠିକ୍ କହିଲ ଏ ସବୁ ଇମୋସନ ପିଲାମାନଙ୍କ ପାଖେ ଦେଖାଯାଏ । ତୁ ଏବେ ବଡ ହୋଇ ଗଲୁଣି" କହିଲେ ବାପା ।
ପରେ ଭାଇନା ଅବଶ୍ୟ ଆଉ ଲେଖାଲେଖି କରି ନ ଥିଲେ କିନ୍ତୁ ତାଙ୍କ ଠାରୁ ସଂକ୍ରମିତ ହୋଇ ଲେଖା ଲେଖି କରିବା ମୋର ପିଲାଦିନରୁ ଗୋଟିଏ ଅଭ୍ୟାସରେ ପରିଣତ ହୋଇ...
ତୁମ କଲେଜର କେଇଟା ଝିଅ ବଡ ଉର୍ଦ୍ଦଣ୍ଡୀ । ସରଳ ଝିଅ ଗୁଡାଙ୍କୁ କେତେ ଟରଚର୍ କରନ୍ତି । ସେ ଯଦି ରେଭେନ୍ସା କଲେଜରେ ପଢୁଥାନ୍ତା । ଆଜି ତାର...
ମୋ ପିଳେହୀ ପାଣି, ଆଜ୍ଞା ବି ଅବଜ୍ଞା କରି ହେବନି । ଛାନିଆ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଗାଇଥିବା ଗୀତଟି ଗାଇବା ଆରମ୍ଭ କଲି "ମୂରଲୀ ବଜାଅ ଘନଶ୍ୟାମ ସୁନ୍ଦର..."
ଅନେକ ଅନୁସନ୍ଧାନ ପରେ ଏତେ ଦିନେ ଜାଣିଲି ଏଇ ପାଗଳାଣୀ ଝିଅଟିର ନାମ ସରିତା ମହାନ୍ତି ।
ଅଭିନୟ ଗୁଣଟିର ବଳୀ ଦେଇ ଦେବନି ଝିଅ ।
ଆପଣଙ୍କ ମତାମତ