ପିକର ପଞ୍ଚମସ୍ୱରରେ ବିରହ ବିଧୁର କୁହୁତାନ ଦିଗବିଦିଗରେ ଶିହରଣ ସୃଷ୍ଟି କରୁଛି । ପଶୁପକ୍ଷୀ, କୀଟପତଙ୍ଗ ତଥା ନରନାରୀଙ୍କ ହୃଦୟରେ ଦେଖା ଦେଇଛି ମିଳନର ଉତ୍କଣ୍ଠା ।
ମୋ ସିଗାରେଟ୍ ପିଇବା ତା'ର ଆଉ ଏକ ଉଦାରତାର ନମୁନା କୁହାଯାଇପାରେ । ଦିନ ତମାମ ମୋ ଖାଇବା ନ ଖାଇବା, ପିନ୍ଧିବା ନ ପିନ୍ଧିବାରେ ତା' ପାଖରେ ଖବର...
ଭାରି ଟେମ୍ପଟେସନ୍ ଫିଲ୍ କରୁଛି । ବାହାରକୁ ଯିବା ପାଇଁ ପର୍ମିଶନ୍ ଦିଅନ୍ତୁ ପ୍ଲିଜ୍. . . ।
ବୁଢ଼ୀର ଲମ୍ୱା ଦାନ୍ତ ଓ ବିକୃତ ମୁହଁକୁ ଚାହିଁ ଚାହିଁ ସାଆନ୍ତ କେତେ ପ୍ରଶ୍ନ ପଚାରିଲେ, କିନ୍ତୁ ବୁଢ଼ୀ ମୁହଁରେ ଜବାବ୍ ନାହିଁ, କେବଳ ସେ ଏକ ଦୃଷ୍ଟିରେ ଚାହିଁ...
ମୁଁ ତୁମ ପରି ଅସାଧାରଣ ସୁନ୍ଦରୀର ପ୍ରେମିକ ବୋଲି ମନେ ମନେ ଗର୍ବ ଅନୁଭବ କରେ ।
ଆକାଶରୁ ଖସିଲାପରି ଚିତ୍କାର କଲା ବନ୍ୟା. . . ତୁ ! ! ! ଅଧିକ ବିସ୍ମୟ, ଅଳ୍ପ ପ୍ରଶ୍ନ. . . ସବୁ ମିଶି ବନ୍ୟାକୁ ଝାଳ ଜୁଡୁବୁଡ...
ଏମିତି ଭାବି ଭାବି ହାତରେ ଗୋଟେ ଛୁରି ଧରି ପହଂଚିଲା ସେ ଯାଇ ଅଭିଲିପ୍ସା ଶୋଇଥିବା ରୁମ୍ରେ
ଏଡେ ଇଏ ମଣିଷ ଟେ, ଏତେ ଦୁରକୁ ଜାଉଛି ମୋ ପିଲା ରହ ମୁଁ କେବେଠୁ କେତେ ପଇସା ରଖିଛି, କହି କାନି ମଙ୍ଗର ସାତ ସିନ୍ଦୁକରୁ ପର୍ସ ଖଣ୍ଡେ...
ଏଇ ବୋକାମି ପାଇଁ ତୁମକୁ ମାୟା ଛାଡି ଚାଲିଗଲା । ତୁମେ କଣ ଚାହଁଚ ଏ ବିନି ବି ତୁମକୁ ଛାଡି ଚାଲିଯାଉ ।
ନିଜକୁ କଣ ବୋଲି ଭାବିଛ ? ସେଥିପାଇଁ ତୁମକୁ ଚରମ ଶାସ୍ତି ମିଳିବ । ରାଜରାସ୍ତାରେ ହାତରେ ବେଡିପକାଇ ଚଲେଇ ଚଲେଇ ନେବି । ସାରା ସଂସାର ଦେଖିବ ତୁମ...
ଆପଣଙ୍କ ମତାମତ