ଖୋର୍ଦ୍ଧା ପାଇକର ଶୋଣିତର ଗାଥା ଆଜି ଏ ଜାତିକୁ କରେ ନିଷ୍ଠୁର ଉପହାସ ।
ଜୀବନର ମଞ୍ଚ ଏଠି ଥିଟରର ସିନେମା ହେଲେ ସାଧନାର ପୀଠ ଜଳୁଛି ସେଠି ଯାଇହୁଏନା ଜମା
ମୋ ମନ ଆକାଶରେ ତୁମ ସୁନ୍ଦର ମୁହଁ ଭାସି ଆସୁଥାଏ ଦିଶେ ତୋଫା ଜହ୍ନ ଭଳି ସେମିତି କୋମଳ ମଧୁର ହସୁଥାଏ ମୋତେ ଦେଖିକରି ।
ଗରଭେ ଧରୁଛି ଗରଭେ ମରୁଛି କନ୍ୟା ଭ୍ରୁଣ, ସେ ଆକାଳେ ରଖିଲେ କେ ମାରେ
ଆଉଜି ଗଲ କି ? ଲୋଭାସକ୍ତ ହୋଇ ପାଇବାର ଦୁର୍ବାର ଆଶାରେ କୋଉ ବହୁତଳ ପ୍ରାସାଦର ମସୃଣ ମାର୍ବଲ ଛାତିରେ ।
ଯେତେଥର ଅକାଳେ, ସକାଳେ ପଚାରିଛି ତମେ କିଏ ବୋଲି ? ଉତ୍ତର ଗୋଟିଏ ସବର୍ କର ଠିକ୍ବେଳେ ତମକୁ କହିବି ।।
ସମାଜର ସବୁ ନାଲି ଆଖିକୁ ଅକ୍ଳେଶରେ କରିଥିଲ ସାମ୍ନା ତୁମେ ସତରେ ଅନନ୍ୟା ।
ମା' ମାଓବାଦୀ ହେଲେ ଥନ ହୁଏ ପୂତନା
ଦୀପକୁ ବେଶ୍ ସାଇତିଛି ସେ ପବନ ଭିତରେ ଜଙ୍ଗଲୀ ଜୀବଙ୍କଠାରୁ ବଞ୍ଚାଇ ରଖିଛି ମଣିଷ ମାଂସର ବାସ୍ନା !
ଏଣିକି ଅନେକ ସମୟରେ ସେ ଓଦା ଆଖିରେ ମୋବାଇଲ୍ ଖେଳାଏ । ତା’ ଭିତରୁ କେତୁଟା ନମ୍ବର ନା ସେ ଡାଏଲ କରିପାରେ, ନା ଡିଲିଟ୍ କରିପାରେ ।
ଆପଣଙ୍କ ମତାମତ