ସମ୍ପାଦକୀୟ

ଓଡ଼ିଆମିପଣକୁ ଖୋଜିଆଣିବା ଓ ଜଗାଇବା ପ୍ରଚେଷ୍ଟାରେ

“ଜୟ ଜଗନ୍ନାଥ” ଲକ୍ଷ ଆମ ସୁଦୂର ପ୍ରସାରୀ । କେବଳ ଓଡ଼ିଆ ଲିପିର ଆଧୁନିକ ଜ୍ଞାନ କୌଶଳ ଭିତରକୁ ପ୍ରବେଶ ନୁହେଁ ସମ୍ପୁର୍ଣ୍ଣ ଓଡ଼ିଆଙ୍କ ଉନ୍ନତ୍ତ ଜ୍ଞାନକୌଶଳକୁ ବଞ୍ଚାଇ ରଖିବା ପ୍ରୋତ୍ସାହିତ ଓ ପରିବେଶଣ କରିବା । ବିଶେଷକରି ଆପଣ ମାନଙ୍କ ଭିତରେ ହଜିଯାଇଥିବା, ଶୋଇପଡ଼ିଥିବା ଓଡ଼ିଆମିପଣକୁ ଖୋଜିଆଣିବା ଓ ଜଗାଇବା ପ୍ରଚେଷ୍ଟାରେ “ଆମେଓଡ଼ିଆ’ ।

ଜ୍ୟୋତ୍ସ୍ନା
ମୁଖ୍ୟ ସମ୍ପାଦିକା, ଆମେଓଡ଼ିଆ

ଲୋକପ୍ରିୟ ଲେଖା

To Top