କବିତା

ଏକ ନଦୀର କାହାଣୀ

Madhaba Chandra Jena's odia poem Eka Nadira Kaahaani

ଗୋଟେ ନଦୀକୁ
ଟୁକୁଡା ଟୁକୁଡା କଲେ
ଓ ବର୍ଷାକୁ ନିଲାମ କଲେ

ଏକ ନଦୀର କାହାଣୀ

କିଛି ଆତଙ୍କବାଦୀ
ଗୋଟେ ନଦୀକୁ
ଟୁକୁଡା ଟୁକୁଡା କଲେ
ଓ ବର୍ଷାକୁ ନିଲାମ କଲେ
କିଛି ବିରବର
ସୁଖିଲା ନଦୀକୁ ଦେଖି
ହତାଶ ହେଲେ ଓ
ପାଣି ବଦଳରେ ନଦୀକୁ
ନିଜ ନିଜ ରକ୍ତରେ ଭରିଦେଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top