ନିୟମାବଳୀ

ପ୍ରକାଶନର ନିୟମାବଳୀ

ଆମେ ଓଡିଆରେ ନିଜ ଲେଖା ପ୍ରକାଶିତ କରିବାକୁ ଚାହୁଁଛନ୍ତି କି?

ଯଦି ଆପଣ ନୂତନ ଲେଖିକା/ଲେଖକ

ସ୍କାନ କରା ଯାଇଥିବା ହାତ ଲେଖା ଅଥବା D.T.P. ହୋଇଥିବା ଓଡ଼ିଆ ଲେଖା, ନିଜର ଲେଖକ ପରିଚୟ (୧୦୦-୧୫୦ ଶବ୍ଦ ମଧ୍ୟରେ), ଦୁଇଟି ଡିଜିଟାଲ ଫଟୋ ( ଫଟୋଗୁଡିକର ଆକାର ବଦଳାନ୍ତୁ ନାହିଁ । ଆପଣ କେବଳ ଡିଜିଟାଲ ଫଟୋ ପଠାଇବେ, ଆକାର ବଦଳାଇବାର ଦାୟିତ୍ଵ ଆମେ ଓଡ଼ିଆର ।) ସହିତ ନିମ୍ନ ତଥ୍ୟ ଆମ୍ଭ ପାଖକୁ ଇ-ମେଲ (info@ameodia.com) ମାଧ୍ୟମରେ ପ୍ରତ୍ୟେକ ମାସର ୧୦ ତାରିଖ ପୁର୍ବରୁ ପଠାଇପାରିବେ  ।

୧. English ରେ ଆପଣଙ୍କର ନାମ  ।
୨. ଓଡ଼ିଆରେ ଆପଣଙ୍କର ନାମ  ।
୩. ଆପଣଙ୍କର ଇ -ମେଲ  ।
୪. ଆପଣ ଅଂଶଗ୍ରହଣ କରୁଥିବା social networking ସାଇଟ ( facebook, twitter, pinterest, google plus, instagram, linkedIn)ର profile address ।
୫. ଆପଣଙ୍କର ମୋବାଇଲ ନମ୍ବର । (ପ୍ରକାଶ କରାଯିବ ନାହିଁ )

ବିଶେଷ ଅନୁରୋଧ : ଆପଣ କେବଳ ଡିଜିଟାଲ ଫଟୋ ପଠାଇବେ, ଆକାର ବଦଳାଇବାର ଦାୟିତ୍ଵ ଆମେ ଓଡ଼ିଆର । ଆପଣଙ୍କ ଜାଣିବା ନିମନ୍ତେ କି କେତେ ବଡ଼ ଫଟୋ ଦରକାର : ଗୋଟିକର ଆକାର ୧୬୦୦x୯୬୦ ପିକ୍ସେଲ ଏବଂ ଅନ୍ୟଟି ପାସପୋର୍ଟ ଆକାରର, ଆକାର ବଦଳାଯାଇ ସ୍ଥାପନ କରାଯିବ ।

ଡାକ ଯୋଗେ ପଠାଇବାର ଠିକଣା

ରଶ୍ମିରେଖା ମହାରଣା
ସମ୍ପାଦିକା, ଆମେ ଓଡ଼ିଆ
କମାରଖଣ୍ଡି, ଶ୍ରୀ ବଳଦେବ ଜୀଉ
କେନ୍ଦ୍ରାପଡ଼ା-୭୫୪୨୧୨, ଓଡ଼ିଶା

ହସ୍ତଗତ ହୋଇଥିବା ଲେଖା ଯଦି ପ୍ରକାଶିତ ଯୋଗ୍ୟ ବିବେଚିତ ହୁଏ ତା’ହେଲେ ପର ମାସର ସଂକଳନରେ ପ୍ରକାଶ ପାଇବ । ଅର୍ଥାତ ଜାନୁୟାରୀ ୧୦ ତାରିଖ ସୁଦ୍ଧା ମିଳିଥିବା ଏବଂ ଯୋଗ୍ୟ ବିବେଚିତ ହୋଇଥିବା ଲେଖା ଫେବ୍ରୁୟାରୀ ମାସର ସଂକଳନରେ ପ୍ରକାଶ ପାଇବ ।

To Top