ଶ୍ରୀ ଅଭୟ ନାୟକ

ଶ୍ରୀ ଅଭୟ ନାୟକ

ସାମ୍ପ୍ରତିକ ଓଡ଼ିଆ କବିତାର ସର୍ଜନାତ୍ମକ ଧାରାରେ ଏକ ଉଜ୍ଜ୍ୱଳ ଉଲ୍ଲେଖ । ଭଦ୍ରକ ଜିଲ୍ଲା ଅନ୍ତର୍ଗତ ହଳଦର ବିନ୍ଧା ଗ୍ରାମରେ କବିଙ୍କର ଜନ୍ମ । ଅଷ୍ଟମ ଦଶକର ପ୍ରାରମ୍ଭରୁ ସେ ସାରସ୍ୱତ ସର୍ଜନକ୍ରିୟାରେ ନିମଗ୍ନ । ତାଙ୍କ କବିତା ମାଟି ଓ ମଣିଷର ମର୍ମସ୍ପନ୍ଦନ ... ଯୁଗଯନ୍ତ୍ରଣା ଓ ଜୀବନ ଜଞ୍ଜାଳରେ ଜର୍ଜରିତ ବିଖଣ୍ଡିତ ବାସ୍ତବତାର ଉର୍ଦ୍ଧ୍ଵରେ, ଚେନାଏ ସାବ୍ଜା ସ୍ୱପର୍ର ଆକାଶ ପାଇଁ ତାଙ୍କ କାବ୍ୟ ପୁରୁଷର ଆସ୍ପୃହା ଓ ଆକୁଳତା - ତାଙ୍କର ପ୍ରତ୍ୟେକ କବିତାରେ ମର୍ମରିତ । ପରିମିତ ପ୍ରକାଶଭଙ୍ଗୀ ଓ ପରିଚ୍ଛନ ଦୃଷ୍ଟିଭଙ୍ଗୀ ତାଙ୍କ କବିତାଗୁଡ଼ିକୁ ସ୍ୱତନ୍ତ୍ର ଭାବରେ ଚିହ୍ନାଇଦିଏ ପାଠକମାନଙ୍କୁ ।

Posts By ଶ୍ରୀ ଅଭୟ ନାୟକ

To Top