ଶ୍ରୀ ଆଦିତ୍ୟ ବର୍ମନ ଜେନା

ଶ୍ରୀ ଆଦିତ୍ୟ ବର୍ମନ ଜେନା

ପିତା - ଜଗଦାନନ୍ଦ ଜେନା, ଗ୍ରା/ପୋ - ଛୋଟୀ, ଇନ୍ଦୁପୁର, ଜିଲ୍ଲା - କେନ୍ଦ୍ରାପଡ଼ା, ୭୫୪୨୧୪ । ଶିକ୍ଷାଗତ ଯୋଗ୍ୟତା - ଏମ୍.ଏସି (ଗଣିତ), ବି.ଏଡ୍ । ବୃତ୍ତି - ଶିକ୍ଷକତା । ଲେଖକ ଶିକ୍ଷାଦାନ କରିବା ସହିତ ସଂଗୀତ ଓ ଲେଖାଲେଖୀରେ ଗଭୀର ରୁଚି ରଖନ୍ତି । ତବଲାରେ ସ୍ନାତକ କରିଥିବାବେଳେ, ଓଡ଼ିଶୀ ସଂଗୀତରେ ମଧ୍ୟ ପାରଙ୍ଗମତା ରହିଛି । ଲେଖକଙ୍କର ସୃଷ୍ଟି ବିଭିନ୍ନ ଗଣମାଧ୍ୟମ ଓ ରେଡିଓରେ ପ୍ରକାଶିତ । ଉଚ୍ଚକୋଟୀର ଭାବନା ପାଇଁ ସେ ପ୍ରଶଂସନୀୟ ।

Posts By ଶ୍ରୀ ଆଦିତ୍ୟ ବର୍ମନ ଜେନା

More Posts
To Top