କେତେବେଳେ ସିଏ ରାଜଦୁଲ୍ଲଣୀ କେତେବେଳେ ବୋଉର ଆକଟ ସହେ ପାଠପଢ଼ା ଅଧାରୁ ଉଠି ବାପାଙ୍କୁ ପାଣି ଗିଲାସେ ଦେବାକୁ ହୁଏ ପରୀକ୍ଷା ପାଇଁ ବାହାରି ଯାଉ ଯାଉ
ଉଠ, ଦି'ଟା ଫୁଲ ତୋଳି ଆଣ । ଆଉ ଟିକିଏ ଡେରି ହେଲେ ଗଛ ସବୁ ଲଣ୍ଡା ହେଇଯାଇଥିବେ । କଢ଼ିଟିଏ ବି ମିଳିବନି ।
ତଥାପି ହାତ ମେଲାଇ ବସିଥାଅ ଆଲିଙ୍ଗନ କରିବା ମୁଦ୍ରାରେ ହତାଶାର ମଝି ନଈରେ ଛାଡି ଯେତେବେଳେ ସମ୍ପର୍କମାନେ ଆନନ୍ଦ ଲୁଟୁଥାନ୍ତି, ତୁମେ ହିଁ ତା ନିକଟଇ ଆସ ପାଖେ ପାଖେ...
ଆପଣଙ୍କ ମତାମତ