ଶ୍ରୀ ଅଶୋକ କୁମାର ଦାସ

ଶ୍ରୀ ଅଶୋକ କୁମାର ଦାସ

ଠିକଣା- ବାଗାସାହି, ପ୍ରୀତିପୁର, ଯାଜପୁର । ପିନ୍-୭୫୫୦୧୩, ଓଡ଼ିଶା । ବୃତ୍ତି- ଜଣେ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ । ଶିକ୍ଷାଗତ ଯୋଗ୍ୟତା ଏମ୍.ଏ. (ସଂସ୍କୃତ), ଏମ୍.ଇଡ଼ି. । ନୂଆ କରି ଲେଖିବାର ଦୁନିଆଁରେ ପାଦ ଦେଇଛି । ଶ୍ଳୋକ, ଗଳ୍ପ, କଥା, ଆଧ୍ୟାତ୍ମିକ ଚିନ୍ତନ, ଶୋଧ ପ୍ରବନ୍ଧ, ତାତ୍ତ୍ୱିକାର୍ଥ ପ୍ରବନ୍ଧାଦିରେ ଲେଖିବାର ରୁଚି ରଖେ । ଅଜସ୍ର ପଢ଼ିବା ଓ ସେହି ବିଷୟରେ ଭାବିବା ମୋତେ ଭଲ ଲାଗେ ।

Posts By ଶ୍ରୀ ଅଶୋକ କୁମାର ଦାସ

More Posts
To Top