ଶ୍ରୀମତୀ ବିଦୁଲତା ମହାପାତ୍ର

ଶ୍ରୀମତୀ ବିଦୁଲତା ମହାପାତ୍ର

ଜନ୍ମସ୍ଥାନ- ପୁରୀ ଜିଲ୍ଲାର ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁର । ତାଙ୍କ ପିତାଙ୍କ ନାମ ହରେକୃଷ୍ଣ କଣ୍ଠ ଏବଂ ମାତାଙ୍କ ନାମ ପରଶମଣି କଣ୍ଠ । ତାଙ୍କର ଜନ୍ମ ୧୯୫୩ ମସିହାରେ । ସେ ଜଣେ ଗୃହଣୀ । ଜୀବନର ନାନା ବାଧାବିଘ୍ନ ସତ୍ତ୍ୱେ ଦୀର୍ଘ ଚାଳିଶି ବର୍ଷ ଧରି ସେ ଲେଖନୀ ଚାଳନା କରି ଆସିଛନ୍ତି । ତାଙ୍କର କେତେଗୁଡ଼ିଏ ଗଳ୍ପ କେତେକ ଓଡ଼ିଆ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।

Posts By ଶ୍ରୀମତୀ ବିଦୁଲତା ମହାପାତ୍ର

More Posts
To Top