ଡଃ. ଛାୟାକାନ୍ତ ଷଡ଼ଙ୍ଗୀ

ଡଃ. ଛାୟାକାନ୍ତ ଷଡ଼ଙ୍ଗୀ

ଲେଖକ ଗତ କିଛିବର୍ଷ ଧରି ପ୍ରଗତିବାଦୀ ଓ ଧରିତ୍ରୀ ଆଦି ସମ୍ୱାଦପତ୍ରମାନଙ୍କରେ ଜଣେ ସଫଳ ସ୍ତମ୍ଭକାର ଭାବରେ ସ୍ୱୀକୃତ ଓ ଓଡ଼ିଶାର ବୃହତ୍ତର ପାଠକ ସମାଜରେ ସୁପରିଚିତ । ଓଡ଼ିଆ ସ୍ତମ୍ଭ ସାହିତ୍ୟକୁ ତାଙ୍କର ଅବଦାନ ନିମନ୍ତେ ସେ ଟିଟିଲାଗଡ଼ "ସାହିତ୍ୟ ସଂସ୍କୃତି'' ଅନୁଷ୍ଠାନ ତରଫ୍‌ରୁ "ସ୍ୱଭାବ କବି ସମ୍ମାନ'', ଘଣ୍ଟାସ୍ୱନୀ ସାହିତ୍ୟ ସଂସଦ ତରଫ୍‌ରୁ "ଘଣ୍ଟାସ୍ୱନୀ ସମ୍ମାନ'', ବୌଦ୍ଧ ଜିଲ୍ଲା କଲ୍ଚରାଲ୍ ଏକାଡେ଼ମୀ ତରଫ୍‌ରୁ "ବିବେକାନନ୍ଦ ପଟ୍ଟନାୟକ ସାହିତ୍ୟ ପୁରସ୍କାର" ଓ "ରାଷ୍ଟ୍ରଦୀପ'', କଟକ ତରଫ୍‌ରୁ "ପ୍ରାବନ୍ଧିକ ସମ୍ମାନ'' ଲାଭ କରିବା ସହିତ ବହୁ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସମ୍ୱର୍ଦ୍ଧିତ ହେବାର ଗୌରବ ଅର୍ଜନ କରିଛନ୍ତି । ସମ୍ପ୍ରତି ସେ ଇଂଲିଶ୍ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଭାବରେ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟ ଟିଟିଲାଗଡ଼ରେ ଅବସ୍ଥାପିତ ।

Posts By ଡଃ. ଛାୟାକାନ୍ତ ଷଡ଼ଙ୍ଗୀ

To Top