ଶ୍ରୀ ଦେବେନ୍ଦ୍ର ରାଉତ

ଶ୍ରୀ ଦେବେନ୍ଦ୍ର ରାଉତ

ଗୌରବମୟ ରେଭେନ୍ସା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ପରେ ଜଗନ୍ନାଥ ମ୍ୟାନେଜ୍‌ମେଣ୍ଟ୍‌ ଅଫ୍ ସାଇନ୍ସ୍ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଭାବରେ ନୂଆଦିଲ୍ଲୀରେ କାର୍ଯ୍ୟରତ । ଏତଦ୍ ଭିନ୍ନ ସଂସ୍କାର ସମାଜ ମଙ୍ଗଳ ସଂସ୍ଥା, ନୂଆଦିଲ୍ଲୀର ସଭାପତି ଭାବେ କାର୍ଯ୍ୟ କରି ଏକ ସମାଜ ସେବୀର ଭୂମିକା ସୂଚାରୁ ରୂପରେ ସମ୍ପାଦନ କରୁଛନ୍ତି ।

Posts By ଶ୍ରୀ ଦେବେନ୍ଦ୍ର ରାଉତ

More Posts
To Top