ଡ଼ଃ ନୀଳମଣି ଲେଙ୍କା

ଡ଼ଃ ନୀଳମଣି ଲେଙ୍କା

ଜନ୍ମ :୨୬/୫/୧୯୬୨, ପୋଖରୀଆ ପଡ଼ା , ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା , ୭୫୪୨୧୫ । ବୃତ୍ତିରେ ଅଧ୍ୟାପନା କିନ୍ତୁ ସାହିତ୍ୟରେ ନିଶା । ଗଳ୍ପ,ଉପନ୍ୟାସ,ପ୍ରବନ୍ଧ,କବିତା ରଚନାରେ ଏକ ପରିଚିତ ମୁହଁ । ବଡ଼ପଡ଼ା ମହାବିଦ୍ୟାଳୟରେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଅଧ୍ୟକ୍ଷ ଦାୟିତ୍ୱ ସୁଚାରୁରୂପେ ବହନ କରିବାପରେ ଅଧୁନା ସେ ୟୁ .କେ. ମହାବୀର ବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୂଖ୍ୟ ଭାବରେ ୬ ବର୍ଷ ହେଲା ଅବସ୍ଥାପିତ ।

Posts By ଡ଼ଃ ନୀଳମଣି ଲେଙ୍କା

More Posts
To Top