ତା' ସ୍ତ୍ରୀ ଜିଭ କାମୁଡ଼ି ପକେଇଲା, ହଇ ହୋ' ତମର କୋଉ ଗରଜ ପଡ଼ିଛି, ସେ ଖାଇଲେ ଖାଉ ନ ଖାଇଲେ ନାହିଁ ତମ ବାପାର କିଆଁ ଗଲା ।
ଯୁଗଯୁଗ ଧରି ପ୍ରତିଭାମାନଙ୍କୁ ହତ୍ୟା କରୁଥିବା କଳଙ୍କିତମାନଙ୍କୁ ଯେତେବେଳେ ଚିହ୍ନଟ କରାଯିବ ସେତେବେଳେ ଆପଣଙ୍କ ଆଡ଼କୁ କେବଳ ଅଙ୍ଗୁଳି ନିର୍ଦ୍ଦେଶ କରାଯିବ ।
ନା, ସେ ଆଜି ଆସିବ । ମାଛ ଏତେ ଧରା ହେଲା ଖାଇଲ । ତା' ପାଇଁ ଦି'ଟା ରଖିଛି ତା' ଆସିବା ପରି ଲାଗୁଛି ।
ସକାଳୁ ସକାଳୁ ସହର କମ୍ପୁଛି, କେସେଟ୍ ବାଜୁଛି । ରଙ୍ଗୀନ୍ ପୋଷାକ ପିନ୍ଧି ପିଲାଛୁଆ ବାହାରିଲେଣି, ତୁ ଜାଣିନୁ କ'ଣ ହେଉଛି ? ଆଜି ପରା ନୂଆ ବର୍ଷ ।
ମଣିଷ ଯଦି ମଇଁଷିଙ୍କ ପରି କଷ୍ଟ ନ କରେ ସେ ଠିକ୍ ମଣିଷ ହେଇ ପାରିବ ନାହିଁ ।
ଆମେ ଅପରାଧୀ ଭଳି କହିଲୁ, "ଭୁଲ୍ ହୋଇଛି ସାର୍, ଆମେ କ୍ଷମା ମାଗୁଛୁ ଆପଣଙ୍କ ପାଖରେ ।"
ତା'ଛଡ଼ା ଏ ସବୁ ଜଙ୍ଗଲରେ ମହାବଳ ବାଘକଥା ଛାଡ଼ ସାମାନ୍ୟ ହରିଣୀଟିଏ ଦେଖିବା କଷ୍ଟକର । ଏ ଜଙ୍ଗଲ ସହ ମୁଁ ପିଲାଦିନରୁ ପରିଚିତ ।
ମୁଁ ସିନା ହାତୀଙ୍କୁ ଶେଷ କରିଛି, ହେଲେ ଅନ୍ୟ ପଶୁପକ୍ଷୀମାନେ ଏଠାରୁ ଶେଷ ହେଲେ କିପରି ? ସେମାନେ ସମସ୍ତେ ନିଶ ନ ଥିବା ବୀରାପ୍ପାନ୍
ମୋ ସାଙ୍ଗରେ ଯେଉଁମାନେ ଦୋକାନ କରିଥିଲେ ସେମାନେ ଆଜି ଲକ୍ଷପତି । ମୁଁ ସେଇ ଦଧିଆ । ବରା ପିଆଜି ଧରି ବଇଚି । ଲୋକଙ୍କର ମୋ ପ୍ରତି ସମ୍ମାନ...
ଝାଡ଼ା ସଫା ତ ସାମାନ୍ୟ କଥା । ଭୋଟ ପାଇଁ ବହୁ ଦୁର୍ଗମ ପଥରେ ଗମିବାକୁ ହେବରେ ଚଇତନ ।
ଆପଣଙ୍କ ମତାମତ