ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରଠାରେ ୧୯୫୭ ମସିହାରେ ଜନ୍ମିତ ହେମନ୍ତ କୁମାର ରାଉତ ଏକାଧାରରେ ଜଣେ କବି, ଗାଳ୍ପିକ, ଗୀତିକାର ଓ ସମାଲୋଚକ । ଦଶଟି କବିତା ସଂକଳନ, ଦୁଇଟି ଗଳ୍ପ ସଂକଳନ, ଦୁଇଟି ଶିଶୁ କବିତା, ଗୋଟିଏ ଗୀତି କବିତା ଓ ଗୋଟିଏ ଅନୁବାଦ ପୁସ୍ତକ ବ୍ୟତୀତ ଅନେକ ଆଲୋଚନା ତାଙ୍କ ମୌଳିକ ଦୃଷ୍ଟିଭଙ୍ଗୀର ପରିଚୟ ଦିଏ । ସାହିତ୍ୟର ବିଭିନ୍ନ ବିଭାଗରେ ନିରବଚ୍ଛିନ୍ନ ଭାବରେ ଲେଖନୀ ଚାଳନା କରୁଥିବା ଶ୍ରୀ ରାଉତ ଏବେ "ହେନ୍ତାଳ' ନାମକ ପତ୍ରିକାର ସଂପାଦନାରେ ବ୍ୟସ୍ତ । ରାଜନଗର ଅଞ୍ଚଳର ସପ୍ନେଶ୍ୱର ହାଇସ୍କୁଲ୍ର ଜଣେ ଶିକ୍ଷକ ଭାବରେ ସେ ଏବେ କାର୍ଯ୍ୟରତ ।
ଓଡ଼ିଶା ସରକାର ଅର୍ଥନୀତିର ପ୍ରଗତି ପାଇଁ ଗହିରମଥାକୁ ଆହୁରି ସଙ୍କୁଚିତ କରୁଛନ୍ତି । ଗହିରମଥାରେ ସାମୁୁଦ୍ରିକ ଅଣ୍ଡାଦାନ ପ୍ରକ୍ରିୟା ଅନେକ ଦେଖିବାକୁ ଚେଷ୍ଟାକରି ମଧ୍ୟ ପାଇନାହାନ୍ତି ।
ଆପଣଙ୍କ ମତାମତ