ଶ୍ରୀ କାଳିନ୍ଦୀ ଚରଣ ଜେନା

ଶ୍ରୀ କାଳିନ୍ଦୀ ଚରଣ ଜେନା

ସା: ଗୋପ, ପୋ: ଆଳି, ଜିଲ୍ଲା:- କେନ୍ଦ୍ରାପଡ଼ା । ଜନ୍ମ- ସେପ୍ଟେମ୍ୱର୍ ୧୯, ୧୯୪୫ । ପିତା- ୰ ଶ୍ୟାମ ସୁନ୍ଦର ଜେନା, ମାତା- ୰ ଶୋଭାଦେବୀ । ସମକାଳୀନ ଓଡ଼ିଆ ସାହିତ୍ୟରେ କାଳିନ୍ଦୀ ଚରଣ ଜେନା ଜଣେ ପ୍ରଭାବଶାଳୀ ପ୍ରବୀଣ କଥାଶିଳ୍ପୀ । ନିଜର ବିପୁଳ ଅନୁଭବ, ନିଆରା କଥାଦୃଷ୍ଟି, ସରଳ ଭାଷା ବିନ୍ୟାସକୁ ପୁଞ୍ଜି କରି ସେ ସୃଷ୍ଟି କରିଛନ୍ତି ଅସରନ୍ତି କଥା ଓ କାହାଣୀ । ସାଧାରଣ ମଣିଷର ଦୁଃଖ, ଦୈନ୍ୟ, ନୈରାଶ୍ୟ, ହର୍ଷ, ବିଷାଦ, ବୈରାଗ୍ୟ, ପ୍ରେମ, ପ୍ରଣୟକୁ ସେ ଆନ୍ତରିକ ଭାବେ ପ୍ରତିଫଳନ କରନ୍ତି ତାଙ୍କ ଗଳ୍ପରେ, ଉପନ୍ୟାସରେ ।

Posts By ଶ୍ରୀ କାଳିନ୍ଦୀ ଚରଣ ଜେନା

More Posts
To Top