ଶ୍ରୀ ଲିପକ କୁମାର ସାହୁ

ଶ୍ରୀ ଲିପକ କୁମାର ସାହୁ

ଜନ୍ମ ୦୮/୦୩/ ୧୯୭୭ । ଘର ବିଦ୍ୟାଧରପୁର, କଟକରେ । ୧୯୯୫ ରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ କଟକ ଭୁବନାନନ୍ଦ ଓଡ଼ିଶା ସ୍କୁଲ୍ ଇଞ୍ଜିନିୟରିଂ ରୁ ଡିପ୍ଲୋମା ପାଶ୍ କରି ୩ବର୍ଷ ନବଭାରତ ଫେରୋ ଆଲଏଜ୍ ଲିଃ. ଢେଙ୍କାନାଳରେ କାମ କରୁଥିଲି । ୨୦୦୦ ଜାନୁଆରୀ ରୁ ମୁଁ ଭାରତୀୟ ଗୋଳାବାରୁଦ କାରଖାନା, କାନପୁର, ଉ:ପ୍ର ରେ କାର୍ଯ୍ୟରତ । କନିଷ୍ଠ କାର୍ଯ୍ୟ ପ୍ରବନ୍ଧକ ଭାବରେ । ଡିପ୍ଲୋମା ପରେ ମୁଁ ଇଲେକ୍ଟ୍ରିକାଲ୍ ରେ ଏ.ଏମ୍ ଆଈ. ଈ ପାଶ୍ କରିଛି ।

Posts By ଶ୍ରୀ ଲିପକ କୁମାର ସାହୁ

More Posts
To Top