ଶ୍ରୀଯୁକ୍ତ ମାନସ ପଢ଼ିଆରୀ

ଶ୍ରୀଯୁକ୍ତ ମାନସ ପଢ଼ିଆରୀ

ଜନ୍ମ ନୟାଗଡ଼ ଜିଲ୍ଲାର ହରିଡ଼ାବନ୍ଧ ଗ୍ରାମରେ । ୧୯୯୯ ମସିହାରେ ସି.ପେ.ଟ ରୁ ପ୍ଲାଷ୍ଟିକ୍ ଇଂଜିନିୟରିଂରେ ଶିକ୍ଷା ଲାଭ ପରେ ଅଧୁନା ଖୋରଧା ସହରରେ ଏକ ନିଜସ୍ୱ ପ୍ଲାଷ୍ଟିକ୍ ଶିଳ୍ପ ସଂସ୍ଥା ପରିଚାଳନା କରୁଛନ୍ତି । ପିଲାଟି ଦିନରୁ ଓଡ଼ିଆ ସାହିତ୍ୟ ପ୍ରତି ଆଗ୍ରହ ଆଜି ଏକ ଗଳ୍ପ ସଂକଳନର ରୂପ ନେଇ କଟକର ପ୍ରକାଶକ ଜଗନ୍ନାଥ ରଥଙ୍କ ଦ୍ୱାରା ପ୍ରକାଶିତ ହେବାକୁ ଯାଉଅଛି ।

Posts By ଶ୍ରୀଯୁକ୍ତ ମାନସ ପଢ଼ିଆରୀ

More Posts
To Top