ଶ୍ରୀ ମାନସ ରଞ୍ଜନ ସୁବୁଦ୍ଧି

ଶ୍ରୀ ମାନସ ରଞ୍ଜନ ସୁବୁଦ୍ଧି

ଜନ୍ମସ୍ଥାନ-ସାନପଦର, ଖୋର୍ଦ୍ଧା , ବୃତ୍ତି- ବର୍ତ୍ତମାନ ସହାୟକ ଇଞ୍ଜିନିୟର ରୂପେ BHEL,ହାଇଦ୍ରାବାଦରେ କାର୍ଯ୍ୟରତ, ଲେଖା ପ୍ରତି ରୁଚି- ଅତର୍କିତ, ପ୍ରେରଣା- ଓଡ଼ିଆ ପ୍ରୀତି, ମନୋରଞ୍ଜନ,ବ୍ୟଙ୍ଗ ଓ କଟାକ୍ଷ ,ପରିଶ୍ରାନ୍ତ ମୁହଁରେ ହସଟିଏ ଆଙ୍କିବା, ସମାଜର ବାସ୍ତବିକତା ଓ ଅନ୍ତର୍ନିହିତ କୁଟିଳତାକୁ କବିତା ମାଧ୍ୟମରେ ପରିବେଷଣ କରିବା I

Posts By ଶ୍ରୀ ମାନସ ରଞ୍ଜନ ସୁବୁଦ୍ଧି

More Posts
To Top