ଶ୍ରୀ ମିହିର ରଞ୍ଜନ ପରିଡ଼ା

ଶ୍ରୀ ମିହିର ରଞ୍ଜନ ପରିଡ଼ା

ଗଳ୍ପରଚ଼ନାରେ କାହାଣୀ କହିବାର କଳା ତୁଳନାରେ ମଣିଷର ଆବେଗ ଓ ଭାବ ପ୍ରବଣତାକୁ ଛୁଇିଁଯିବାର କାବ୍ୟିକତାରେ ଜୁଡୁବୁଡୁ ସ୍ୱରଟିଏ ଲୋଡ଼ିବହିଲେ, କଥାକାର ଆଖିରେ ପଡ଼ନ୍ତି । ଗପଟିଏ କହିବା ଆଳରେ ପାଠକର ମଞ୍ଜକୁ ଚହଲେଇ ଦେବାରେ ସେ ଖୁବ ପରିପକ୍ୱ ଓ ଏବଂ ସିଦ୍ଧହସ୍ତ ।

Posts By ଶ୍ରୀ ମିହିର ରଞ୍ଜନ ପରିଡ଼ା

More Posts
To Top