ପିତା:ପଦ୍ମ ଚରଣ ବିଷୋୟୀ, ମାତା: ଶରସ୍ୱତି ବିଷୋୟୀ । ହାଇଦ୍ରାବାଦରେ ଗୋଟିଏ ଘୋରୋଇ କମ୍ପାନୀରେ କାର୍ଯ୍ୟରତ ଜଣେ ଯୁବକ, ସୋସିୟାଲ୍ ମିଡିଆରେ ଅନେକ କବିତା ଓ ସାଏରି ଲେଖିଥିଲେ ମଧ୍ୟ ପତ୍ର ପତ୍ରିକାରେ ଲେଖା ପ୍ରକାଶିତ କରିବା ପାଇଁ ଏହା ମୋର ପ୍ରଥମ ପ୍ରୟସ । ସ୍ଥାୟି ଠିକଣା- ଗ୍ରାମ : ଖରଖରିଆ, ପୋଷ୍ଟ : ବଣଶୋଳା, ଚିକିଟି, ଜିଲ୍ଲା : ଗଞ୍ଜାମ ।
ବାବୁରେ ଏବେ ସରି ଆସିଲା ତୋ ବେଳ, ପୂର୍ବ ପୁରୁଷଙ୍କ ଗୁପତ ଧନକୁ କରିସାରିଲେଣି ଖୋଳ ।
ଆପଣଙ୍କ ମତାମତ