ଶ୍ରୀ ପଦ୍ମଭୂଷଣ ନାୟକ

ଶ୍ରୀ ପଦ୍ମଭୂଷଣ ନାୟକ

ଜନ୍ମ:- ୦୧/୦୯/୧୯୭୭ । ଗ୍ରାମ:- ପୋଖରୀପୁର, ବାସୁଦେବପୁର, ଭଦ୍ରକ । ବୃତ୍ତି:- ବର୍ତ୍ତମାନ ପୁନେରେ ଏକ ବହୁରାଷ୍ଟ୍ରୀୟ ସଫ୍ଟୱେର କମ୍ପାନୀରେ କାର୍ଯ୍ୟରତ । ଠିକଣା:- ଏ-୧୦୮, ଥାର୍ଡଫ୍ଲୋର୍, କିର୍କଟଓ୍ୱାଡ଼ି, ଡେଡ୍‌ଗେକର୍ନର, ସିଂହଗଡ଼ ରୋଡ଼, ପୁନେ-୨୪, ମହାରାଷ୍ଟ୍ର । ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଚିର ସମପର୍ପିତ ହେବା ହିଁ ତାଙ୍କର ଲକ୍ଷ୍ୟ ।

Posts By ଶ୍ରୀ ପଦ୍ମଭୂଷଣ ନାୟକ

More Posts
To Top