ଶ୍ରୀ ପ୍ରଦୀପ ନାୟକ

ଶ୍ରୀ ପ୍ରଦୀପ ନାୟକ

ଓଡ଼ିଆ କଥା ସାହିତ୍ୟରେ କଥାକାର ଏକ ଜଣାଶୁଣା ନାଁ । ବିପୁଳ କଥା ସୃଷ୍ଟି, କଥା ଭାଗରେ ବିବିଧତା ଓ ଗାଁ ମାଟି ମଣିଷ ଭିତରେ ସମ୍ୱେଦନଶୀଳ ସମ୍ପର୍କର ସେତୁ ଗଢୁଥିବା ହେତୁ ତାଙ୍କୁ ତରୁଣ କଥାକାରଙ୍କ ମଧ୍ୟରୁ ଅଲଗା କରି ଚିହ୍ନାଇ ହୁଏ । କେନ୍ଦ୍ରାପଡ଼ା ଜିଲ୍ଲାର ଫିରିକିଦାଣ୍ଡ ରାଜନଗରରେ ଜନ୍ମ ।

Posts By ଶ୍ରୀ ପ୍ରଦୀପ ନାୟକ

More Posts
To Top