ପ୍ରକାଶ କୁମାର ରାଉତ

ପ୍ରକାଶ କୁମାର ରାଉତ

(୧୯୯୯-୦୪-୧୪) କେନ୍ଦ୍ରାପଡା ଜିଲ୍ଲାର ମୁଲଣାପାଟଣା ଗ୍ରାମରେ ଜନ୍ମ ଗ୍ରହଣ କରିଛି । ବର୍ତ୍ତମାନ ମୁଁ ଡେରାବିଶ ମହାବିଦ୍ୟାଳୟ ରେ ସମାଜ ଶାସ୍ତ୍ର ସମ୍ମାନ ବିଭାଗ ରେ ଅଧ୍ୟୟନ କରୁଛି । ଆମ ମହାବିଦ୍ୟାଳୟର ବାର୍ଷିକ ପ୍ରକାଶିତ ପତ୍ରିକା "ଚେତନା" ଦ୍ୱାରା ପ୍ରଭାବିତ ହୋଇ କବିତା ଲେଖିବା ଆରମ୍ଭ କରିଛି । ଆଧୁନିକ କବିତା ସହ ବାସ୍ତବବାଦୀ କବିତାରେ ରୁଚି ରହିଛି ।

Posts By ପ୍ରକାଶ କୁମାର ରାଉତ

More Posts
To Top