ଦେଖିଥିବ ଯିଏ କୋଣାର୍କ ମନ୍ଦିର ଯାଇଥିବ ଯିଏ ପୁରୀ ଝୁରି ହେଉଥିବ ଓଡ଼ିଶାକୁ ସିଏ ଆସିଲେ ଜଗତ ଘୁରି ।
ବାହାଘର ଆଗୁ ସାଥେ ରହିବାକୁ ନୂଆ ନିୟମ କାଳେ ହେଇଛି ଏକଥା ଶୁଣି ସାରିଲା ପରେ ଟୋକାଟୋକି ମନ ଦେଉଁଛି ।
ମୋ ପାଇଁ ସେ ବରଗଛଟି ନୂଆ ନଥିଲା, କଲେଜ ପଢୁଥିବା ସମୟରେ କାହିଁ କେତେ ଥର ସେଠାରେ ବସି ଆମେ ଖଟି କରିଛୁ ।
ଦୁହେଁ ଦୁହିଁକୁ ଏତେ ଭଲ ପାଉଥିଲେଯେ କେହି କାହାରକୁ ଛାଡି ରହି ପାରୁନଥିଲେ । ବବିତାକୁ ପାଇଲା ପରେ ପପୁର ହସ ଦ୍ୱିଗୁଣିତ ହୋଇଗଲା ।
ସେ ବଉଳ ଗଛ ସେ ପୋଖରୀ ମାଛ ଡୁଡୁ ବାଗୁଡିର ଖେଳ ଭାବିଲେ ସେକଥା ଆନନ୍ଦେ ନାଚଇ ସେହି ସାଙ୍ଗସାଥୀ ମେଳ ।
କେମିତି ଦେଖିବି ବଧୂବେଶ ତାର କେମିତି ଏମନ ସହିବ ଯେତେ ବୁଝେଇଲେ ଅବୁଝା ମନକୁ ମନଟାକି ସତେ ବୁଝିବ ।
ବାଲିଧୂଳି ଖେଳ ସାଙ୍ଗସାଥୀ ମେଳ ପୋଖରୀ ଗାଧୁଆ ଡିଆଁ, ଖଜୁରୀର କୋଳି ଆଉ ଆମ୍ବ ଚୋରି କିଆ ବୁଦାର ସେ ନିଆଁ ।
ଆଖିରୁ ତୁମର ଲୁହ ଝରୁ ଥିବ ଭାବି ଭାବି ମୋର କଥା କେମିତି କହିବି ପ୍ରେମ ଯେ ଏମିତି ଅଛିଣ୍ଡା ଅଡୁଆ ସୁତା ।
ସେ ଚୂଳ ଉଡୁଥିବ ଏମିତି ହୋଇ ଫରଫର ସତେକି ଅଭାବ ପଡ଼ିଛି ଆମ ଦେଶେ ତେଲର ।
ଶଳା ତାର ଆଜି ଘରକୁ ଆସୁଛି ଯୋଗାଡ଼ରେ ଅଛି ସିଏ ମାଆକୁ ଡାକ୍ତର କିଏ ଦେଖେଇବ ମନକୁ ମୋ ପାପ ଛୁଏଁ ।
ଆପଣଙ୍କ ମତାମତ