ଶ୍ରୀ ପ୍ରତାପ ଚନ୍ଦ୍ର ରାଉତ

ଶ୍ରୀ ପ୍ରତାପ ଚନ୍ଦ୍ର ରାଉତ

(ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରୀ ) । ପିତା - ୰ ଶ୍ରୀ ସୁବନି ଚରଣ ରାଉତ, ମାତା - ଶ୍ରୀମତୀ ରୂପେଇ ରାଉତ । ଜନ୍ମ - ତା ୦୫ ଅପ୍ରିଲ ୧୯୭୮ ମସିହା । ଗ୍ରାମ - ବିରସ୍ୱତୀ, ପୋ: ଅ:- ଶ୍ରୀ ବଳଦେବ ଜୀଉ - ୭୫୪୨୧୨, ଜିଲ୍ଲା - କେନ୍ଦ୍ରାପଡ଼ା । ରୂଚି - ଟିଭି ଦେଖିବା, କବିତା ଲେଖିବା, ସମୟ ମିଳିଲେ ଭିନ୍ନ ଭିନ୍ନ ଖାଦ୍ୟ ରୋଷେଇ କରିବା ।

Posts By ଶ୍ରୀ ପ୍ରତାପ ଚନ୍ଦ୍ର ରାଉତ

More Posts
To Top