ମୂହୁର୍ତ୍ତ ସହିତ କେମିତି କଟିଯାଏ ସୁଖଦୁଃଖ ସମାବେଶର ଏକ ଖଟାମିଠା ସ୍ୱାଦର ଅନୋଖା ବନ୍ଧନର ସ୍ମୃତି ସେ ଅମୁଲ୍ୟ ଅନୁଭବ ହିଁ ଅଟେ ମନବଳରେ ଥିବା ସାଗରମନ୍ଥନର ଏକ ଭଟ୍ଟା-ଜୁଆରର...
ଶେଷରେ ସମାପ୍ତିହୁଏ ଆଶାନିରାଶାର ସବୁ ହାଡ଼ଭଙ୍ଗା-ପରିଶ୍ରମର ପ୍ରଚଣ୍ଡ ପ୍ରଚେଷ୍ଟା ପରନ୍ତୁ ପ୍ରଶ୍ନ ଉଠେ ରୋଜଗାର ପାଇଁ ସରକାରୀ-ପ୍ରଯୋକ୍ତି ହବାଟାହିଁ କି ଗବେଷଣାର ଏକମାତ୍ର ପ୍ରତିଷ୍ଠା? ।୬।
ପ୍ରେମ ଜୀବନ ଧାରାର ଏକ ଅଙ୍କାବଙ୍କା ସ୍ରୋତର ଛବି-ପଂକ୍ତି ସେ କଳ୍ପନା ଚିତ୍ରରେ ଥାଏ ଅସୁମାରୀ ଆଶାର ପ୍ରତିଶୃତି । ।
ଭୟ ଅଟେ ଜୀବନର ଏକ ଅଭୂଲା ଉପହାର ଯିଏ ବୁଝିପାରେ ସିଏ ଗଢେ ନିଜଭାଗ୍ୟର ଗାର [୫]
କଥାରେ ଆମର ନାହିଁ କମା ଫୁଲଷ୍ଟପ୍ ପରନ୍ତୁ ଆଶାକରୁ ଲେଖାରେ ସଂଦ୍ଧିବିଚ୍ଛେଦ [୪]
ଆପଣଙ୍କ ମତାମତ