ଡଃ ରବିନାରାୟଣ ମହାରଣା

ଡଃ ରବିନାରାୟଣ ମହାରଣା

(୧୯୬୩) । ସାଂପ୍ରତିକ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ଉଦୀୟମାନ ପ୍ରତିଭା । ଓଡ଼ିଆ ସମାଲୋଚନା ଓ ଅନୁବାଦ କ୍ଷେତ୍ରରେ ତାଙ୍କର ଲେଖନୀ ଚଳଚଞ୍ଚଳ । ଅଦ୍ୟାବଧି ତାଙ୍କର ୧୨ ଖଣ୍ଡ ପୁସ୍ତକ ପ୍ରକାଶିତ । ସଂପ୍ରତି କଟକର ଦେଉଳ ସାହିସ୍ଥିତ ରଘୁନାଥଜୀଉ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ସେ ଅଧ୍ୟାପନାରତ ।

Posts By ଡଃ ରବିନାରାୟଣ ମହାରଣା

To Top