ଶ୍ରୀ ରାଜେଶ କୁମାର ମିଶ୍ର

ଶ୍ରୀ ରାଜେଶ କୁମାର ମିଶ୍ର

ବୃତ୍ତି- ସିଭିଲ୍ ଇଞ୍ଜିନିୟର । ଠିକଣା- ଗ୍ରାମ- ଦୁବପାଳ, ପୋଷ୍ଟ୍- ଜରଳ, ଠାକୁରମୁଣ୍ଡା, ମୟୁରଭଞ୍ଜ, ଓଡ଼ିଶା, ୭୫୭୦୩୮ । ଗୋଟିଏ ଗରିବ ଘରର ପିଲା ହୋଇଥିବା ସତ୍ତ୍ୱେ ବାପାଙ୍କର ପ୍ରଚେଷ୍ଟା ଯୋଗୁଁ ଆଜି ଜଣେ ଭଲ ଇଞ୍ଜିନିୟର ହୋଇପାରିଛି । ଟଙ୍କାର ଅଭାବ ଥିଲେ ମଧ୍ୟ ଭଲ ପାଠ ପଢୁଥିବାରୁ ନ୍ୟାସ୍ନାଲ୍ ଲେଭେଲ (ଏନ୍.ଆଇ.ଟି ସିଲଚର୍) ଇଞ୍ଜିନିୟରିଂ କଲେଜ୍‌ରୁ ପାଶ୍ କରି ଗୋଟିଏ ସୁନାମଧନ୍ୟ ପ୍ରାଇଭେଟ୍ କମ୍ପାନୀ (ଜି.ଏମ୍.ଆର୍ ଏନର୍ଜି)ରେ କାମ କରିବାର ସୁଯୋଗ ମିଳିଛି ।

Posts By ଶ୍ରୀ ରାଜେଶ କୁମାର ମିଶ୍ର

More Posts
To Top