ଶ୍ରୀ ରାମକୃଷ୍ଣ ଡାକୁଆ

ଶ୍ରୀ ରାମକୃଷ୍ଣ ଡାକୁଆ

ରାମକୃଷ୍ଣ ଡାକୁଆ ଜଣେ ବୈଦ୍ୟୁତିକ ଗଣମାଧ୍ୟମ ବ୍ୟକ୍ତିତ୍ତ୍ଵ । ସାମ୍ବାଦିକ ବ୍ୟତିତ ସାହିତ୍ୟ, ରାଜନୀତି ଓ ସମାଜସେବାରେ ରୁଚି ରଖିଥାନ୍ତି । ପ୍ରତିଟି ଲେଖାରେ କିଛି ନୂଆ ଓ ଶୈଳୀ ଆପଣାଇବା ପାଇଁ ଚେଷ୍ଟା କରିଥାନ୍ତି । ଜଣେ ଆଗଧାଡ଼ିର ସାମ୍ବାଦିକ ହେବା ସହ ଗଣମାଧ୍ୟମ ଜଗତରେ ସଂସ୍କାର ଓ ଭିନ୍ନତା ଆଣିବା ପାଇଁ ଆଶା ରଖିଛନ୍ତି ଏହି ସାହିତ୍ୟ ପ୍ରେମୀ । ନିରପେକ୍ଷ ସାମ୍ବାଦିକତାକୁ ବିଶ୍ଵାସ କରିବା ସହ ଖବର ପରିବେଶଣ ଜନହିତକୁ ଧ୍ୟାନ ଦେଇଥାନ୍ତି ।

Posts By ଶ୍ରୀ ରାମକୃଷ୍ଣ ଡାକୁଆ

More Posts
To Top