ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ

ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ

ଜନ୍ମ-୨୧ ଜୁଲାଇ ୧୯୪୨, ଜନ୍ମସ୍ଥାନ-ଚଣ୍ଡେଶ୍ୱର ଗ୍ରାମ, ଯାଜପୁର ଟାଉନ୍, ବସବାସ-ଗୁଆଳସିଂ, କେନ୍ଦ୍ରାପଡ଼ା । ଲେଖକ ଦୀର୍ଘ ତିନି ଦଶନ୍ଧି ଧରି ଉଭୟ ଓଡ଼ିଆ କଥା ଓ କବିତା ସାହିତ୍ୟରେ ଖୁବ୍ ସକ୍ରିୟ । ବହୁଧା ସାରସ୍ୱତ ପ୍ରତିଭା ମଧ୍ୟରେ ସେ ପାଠକମାନଙ୍କ ପାଖରେ ଜଣେ ଭିନ୍ନ ଶୈଳୀର କଥାଶିଳ୍ପୀ ରୂପେ ବେଶ୍ ପରିଚିତ । ନିଜର ସ୍ୱତନ୍ତ୍ର କଥନଶୈଳୀ, କଥାବସ୍ତୁ ଚୟନ, ଚରିତ୍ର ନିର୍ମାଣ, ଓ କଳେବରର ସଂକ୍ଷିପ୍ତ କ୍ୟାନ୍‌ଭାସ୍ ଦେଇ ମଣିଷ ଜୀବନର ଭିନ୍ନ ଭିନ୍ନ ଅବବୋଧକୁ ଗଳ୍ପମାନଙ୍କରେ ପରଖିଥାନ୍ତି ।

Posts By ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ

More Posts
To Top