ଇଂ ରଣଜିତ୍ କୁମାର ଦାସ

ଇଂ ରଣଜିତ୍ କୁମାର ଦାସ

ଜନ୍ମସ୍ଥାନ - ଅଲିଆବାଦ, ଯାଜପୁର ଜିଲ୍ଲା, ଜନ୍ମ ତାରିଖ - ୦୫/୦୬/୧୯୬୫ । ପିତା - ବୀର କିଶୋର ଦାସ, ମାତା - ଶୋଭାରାଣୀ । ଶିକ୍ଷା - ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ । ସ୍ୱୀକୃତି - ଆକାଶବାଣୀ ଓ ଦୂରଦର୍ଶନରେ ୧୯୯୪ ମସିହାରୁ ସ୍ୱୀକୃତିପ୍ରାପ୍ତ ଗୀତିକାର, ଶିଶୁ ପ୍ରତିଭା, ନନ୍ଦନକାନନ, ସଂସାର, ବୋଲେ ହୁଁଟି ପ୍ରଭୃତି ମାସିକ ଶିଶୁ ପତ୍ରିକାରେ ନିୟମିତ ଲେଖା ପ୍ରକାଶିତ ହୁଏ । ଆକାଶବାଣୀ, କଟକ ଓ ଭୁବନେଶ୍ୱର ଦୂରଦର୍ଶନରେ ଆଧୁନିକ ଗୀତ ତଥା ଭଜନ ମଧ୍ୟ ପ୍ରଚାରିତ ହୁଏ । ବର୍ତ୍ତମାନର ଠିକଣା-ଟ୍ରାଫିକ୍ ଇଞ୍ଜିନିୟର, ଟ୍ରାଫିକ୍ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ଲକ୍ଷ୍ମୀସାଗର, ଭୁବନେଶ୍ୱର - ୬ ।

Posts By ଇଂ ରଣଜିତ୍ କୁମାର ଦାସ

To Top