ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ

ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ

ପିତା – ୰ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ, ମାତା - ଶ୍ରୀମତୀ ରତ୍ନପ୍ରଭା ଦାସ । ଜନ୍ମ - ତା୨୭/୫/୧୯୬୪ରିଖ । ବୃତ୍ତି - ଓଡ଼ିଶା ପ୍ରଶାସନିକ ସେବା । ଋଚି - ସାହିତ୍ୟ (କବିତା) । ସମ୍ମାନ -୧୯୮୮ ଭରତ ଚନ୍ଦ୍ର ନାୟକ ସ୍ମୃତି ପୁରସ୍କାର (ସମ୍ୱଲପୁର ବିଶ୍ୱ ବିଦ୍ୟାଳୟ), ୧୯୯୨ ବଂଶୀଧର ସ୍ମାରକୀ ପୁରସ୍କାର (ବାଲେଶ୍ୱର), ୨୦୦୭ ପରମ୍ପରା ସମ୍ମାନ (ନୟାଗଡ଼) । ଲେଖାର ପରିଭାଷା - ମଣିଷ ମନର ଘାତ ସଂଘାତ, ଅକୁହା ମର୍ମବେଦନାର କାହାଣୀ ।

Posts By ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ

More Posts
To Top