ସାହାଣୀ ସଂଜୟ କୁମାର ଧଉଳି

ସାହାଣୀ ସଂଜୟ କୁମାର ଧଉଳି

ଠିକଣା -ଗ୍ରା-ଧଉଳି, ପୋ-ଚାମ୍ପୁଲିପଦା, ଭା-ରାଣୀତାଲ, ଜି-ବାଲେଶ୍ଵର (ଓଡ଼ିଶା) ପିନ୍-୭୫୬୧୧୧ । ମୁଁ ଏହି ଛୋଟିଆ ଦୁନିଆଁରେ ଛୋଟିଆ ମଣିଷଟେ । ଅନେକ ଘାତ ପ୍ରତିଘାତ ଦେଇ ବଢିଥିବା ମଣିଷଟେ । ଅଧାରୁ ବନ୍ଦ ପାଠପଢା ଓ ପରେ ଆଉ କିଛି ପାହାଚ ଚଢି ନିଜ ଜୀବନକୁ ଜୀଇଁ ବାର ଶିଖିଥିବା ମଣିଷଟେ । ଜୀବନ-ଜୀବିକା ଭିତରେ ସଂଘର୍ଷ କରୁଥିବା ମଣିଷଟେ । ଓଡ଼ିଆ ଭାଷା-ସାହିତ୍ୟକୁ ଭଲପାଉଥିବା ହତଭାଗା ଓଡ଼ିଆଟେ । ଗୀତ-ସଂଗୀତର ଝରି ଶୁଖିଯାଇଥିବା ବୈଶାଖର ଝରଣାଟେ । ସାମାଜିକ କାର୍ଯ୍ୟରେ ରୁଚିଥାଇ ଅକର୍ମଣ୍ୟ ଦାରିଦ୍ର୍ୟଟେ ମୁଁ ।

Posts By ସାହାଣୀ ସଂଜୟ କୁମାର ଧଉଳି

More Posts
To Top