ଡ଼ଃ ସର୍ବେଶ୍ୱର ସେଣ

ଡ଼ଃ ସର୍ବେଶ୍ୱର ସେଣ

ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲାରେ । ମହାବିଦ୍ୟାଳୟରେ ଓଡ଼ିଆର ଅଧ୍ୟାପକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକା ତାଙ୍କର ଲେଖା ସ୍ଥାନିତ ହୋଇଛି । କବିତା ସମୀକ୍ଷଣ କ୍ଷେତ୍ରରେ ଡ଼ଃ ସେଣ ଏକ ଚର୍ଚ୍ଚିତ ନାମ ।

Posts By ଡ଼ଃ ସର୍ବେଶ୍ୱର ସେଣ

More Posts
To Top