ଶ୍ରୀ ଶ୍ରାବଣ କୁମାର ଦାସ

ଶ୍ରୀ ଶ୍ରାବଣ କୁମାର ଦାସ

ପିତା- ଶ୍ରୀଯୁକ୍ତ ପ୍ରଭାତ କୁମାର ଦାସ । ମାତା- ଶ୍ରୀମତୀ ଶାନ୍ତିଲତା ଦାସ । ଜନ୍ମ- ତା ୧୭.୦୮.୧୯୮୫ । ଠିକଣା- ଗ୍ରା- ମଧୁପଡ଼ା, ପୋ- ବରାଡ଼ିଆ, ଭାୟା- ରାଜକନିକା, ଜିଲ୍ଲା- କେନ୍ଦ୍ରାପଡ଼ା, ଓଡ଼ିଶା, ପିନ୍- ୭୫୪୨୨୦ । ଶିକ୍ଷା- ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରୁ ଯୁକ୍ତତିନି ବାଣିଜ୍ୟ ଉତ୍ତୀର୍ଣ୍ଣ (୨୦୦୫) । ରୁଚି- କବିତା ଗଳ୍ପ, ଶିଶୁଗୀତ, ଭ୍ରମଣ କାହାଣୀ ଲେଖିବା । ଚିତ୍ର ଆଙ୍କିବା, ସଙ୍ଗୀତ ଗାନ କରିବା ଏବଂ ଶୁଣିବା ନୂଆ ନୂଆ ସ୍ଥାନ ବୁଲିବା । ବୃତ୍ତି - ମାରୁତୀ ସୁଜୁକିରେ କର୍ମରତ ।

Posts By ଶ୍ରୀ ଶ୍ରାବଣ କୁମାର ଦାସ

More Posts
To Top