ଶ୍ରୀ ସୀତାଂଶୁ ଶେଖର ସାହୁ

ଶ୍ରୀ ସୀତାଂଶୁ ଶେଖର ସାହୁ

ଠିକଣା- ପଣସୁଧା, ଠାକୁରପାଟଣା, ଯାଜପୁର, ୭୫୪୨୫୦ । ଜନ୍ମ ୪ ଫ୍ରେବୃଆରି ୧୯୮୮ । ଶିକ୍ଷା : ସ୍ନାତକୋତ୍ତର । କଲେଜ/ବିଶ୍ଵବିଦ୍ୟାଳୟ : (+3) ସାହାସପୁର କଲେଜ୍, ବାଲିଚନ୍ଦ୍ରପୁର‌, (MA) ଇନ୍ଦିରା ଗାନ୍ଧୀ ଓପନ୍ ୟୁନିଭରସିଟି, (Computer A Level) DOEACC New Delhi। ପେଶା : କମ୍ପ୍ୟୁଟର ପ୍ରୋଗ୍ରାମର, କମ୍ପ୍ୟୁଟର ଶିକ୍ଷକ (ନହଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ , କଟକ‌) । ନିଶା : ଓଡ଼ିଆ ଗଳ୍ପ ଲେଖିବା, କବିତା ଲେଖିବା, ବକୃକ୍ତାରେ ଭାଗ ନେବା ସାମାଜିକ ସମସ୍ୟା ପ୍ରତି ଯତ୍ନବାନ୍ ହେବା ।

Posts By ଶ୍ରୀ ସୀତାଂଶୁ ଶେଖର ସାହୁ

More Posts
To Top