ଶ୍ରୀମତୀ ସ୍ମିତାଶୁଭଦର୍ଶନି ମହାନ୍ତି

ଶ୍ରୀମତୀ ସ୍ମିତାଶୁଭଦର୍ଶନି ମହାନ୍ତି

ଜନ୍ମସ୍ଥାନ:- ଔପଦା, ବାଲେଶ୍ୱର । ବୃତ୍ତି:- ହୁ୍ୟମାନ୍ ରିସୋର୍ସ ଆନାଲିଷ୍ଟ୍ । ସ୍ୱାମୀ:- ସଞ୍ଜିବ୍ ଦାସ । ବୃତ୍ତି:- ଇଞ୍ଜିନିୟର୍ । ପିତା:- ସୁରେନ୍ଦ୍ର ମହାନ୍ତି । ମାତା:- ଶାନ୍ତିଲତା ମହାନ୍ତି । ରୁଚି:- ସଂଗୀତ ପ୍ରତି ବିଶେଷ ଆକର୍ଷଣ ରହିଛି । ଖାଲି ସମୟରେ ମ୍ୟାଗାଜିନ୍ ପଢ଼ିବାକୁ ଏବଂ କବିତା ରଚନା କରିବାକୁ ଭଲ ଲାଗେ । ପରିବାର ସହିତ ସମୟ ବିତେଇବା ଓ ବୁଲାବୁଲି କରିବାକୁ ଭଲ ଲାଗେ ।

Posts By ଶ୍ରୀମତୀ ସ୍ମିତାଶୁଭଦର୍ଶନି ମହାନ୍ତି

More Posts
To Top